Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ଭୋଟର ତାଲିକାରେ ନାମ ଜୋଡନ୍ଥୁ ଓ ସ°ଶୋଧନ କରନ୍ତୁ। ଡିସେମ୍ବର ୧୫ ଶେଷ ତାରିଖ।
ଭୁବନେଶ୍ଵର : ଭୋଟ୍ର ତାଲିକାରେ ନାଁ ଯୋଡିବା ଓ ଭୋଟ ପରିଚୟ ପତ୍ରରେ ଭୁଲ୍ଥିଲେ ଖୁବ୍ ଶିଘ୍ର କରିନିଅନ୍ତୁ ସଂଶୋଧନ। କାରଣ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖରେ ଶେଷ ହେବ ଏବଂ ଜାନୁଆରୀ ୧୫…
Read More...
Read More...
ରାଜ୍ୟରେ ଆଜି ୪୩୪ ପଜିଟିଭ ଚିହ୍ନଟ ଓ ୫ ମୃତ।
ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୫ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ…
Read More...
Read More...
ଟୀକାକରଣକୁ ଜନ-ଅଭିଯାନ ରୂପ ଦେବାପାଇଁ ଓଡିଶା ପ୍ରସ୍ତୁତ।
ଭୁବନେଶ୍ୱର, ୧।୧୨(ବ୍ୟୁରୋ): ଓଡିଶାରେ କରୋନା ଆକ୍ରାନ୍ତଙ୍କ କମିବାରେ ଲାଗିଛି। ତଥାପି ଦିଲ୍ଲୀ ଭଳି ତୃତୀୟ ଲହରର ଭୟକୁ ଏଡାଇ ଦିଆନଯାଇପାରେ। ତେଣୁ ଏକମାତ୍ର ଭରଷା କରୋନା ଟିକା। କରୋନା ବା କୋଭିଡ୍ ଟିକାକୁ ନେଇ ଦିନକୁ ଦିନ ଆଶା ଦୃଢ଼ୀଭୂତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ…
Read More...
Read More...
ବିଧାନସଭାରେ ଅତ୍ୟାବଶ୍ୟକ ସେବା ବିଲ ପାରିତ। ସରକାରୀ କର୍ମଚାରୀ ଧର୍ମଘଟ କଲେ ଜେଲ ଯିବେ।
ଭୁବନେଶ୍ବର,୨୩/୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ସଂଶୋଧିତ ବିଲ୍ରେ କିିଛି ସେବାକୁ ଅତ୍ୟାବଶ୍ୟକ ଭାବେ ବିବେଚନା କରାଯାଇଛି। ସେଥିରେ ଅଗ୍ନି ନିରାପତ୍ତା, ଅବକାରୀ, ଜଙ୍ଗଲ, କାରାଗାର, ଜେଲ ସଂସ୍କାର ଅତ୍ୟାବଶ୍ୟକ ସେବା।…
Read More...
Read More...
ରାଜ୍ୟରେ ଆଜି ପୁଣି ୬୬୮ ପଜିଟିଭ ଚିହ୍ନଟ ଓ ୧୭ ମୃତ।
ଭୁବନେଶ୍ୱର,୨୩।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
Read More...
Read More...
ଡିପ୍ରେସନର ରୂପ ନେବ ଲଘୁଚାପ। ୨୫ ରୁ ପ୍ରବଳ ବର୍ଷା।
ଭୁବନେଶ୍ୱର,୨୨।୧୧(ଓଡ଼ିଆ ନ୍ୟୁଜ)-ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା…
Read More...
Read More...
ବିଧାନସଭା ପୂର୍ବରୁ ଆରମ୍ଭ ହେଲା କରୋନା ଟେଷ୍ଟ।
ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଗତଥର ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ ବିଧାନସଭା ସଦସ୍ୟ ଏବଂ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ କୋଭିଡ୍ ପରୀକ୍ଷା କରାଯିବ।…
Read More...
Read More...
ରାଜ୍ୟରେ ଆଜି ୬୪୪ ପଜିଟିଭ ଚିହ୍ନଟ ଓ ୧୭ ମୃତ।
ଭୁବନେଶ୍ୱର,୧୭।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ କମୁଛି କରୋନା। ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୧ ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍…
Read More...
Read More...
କିମସରେ ଖୋଲିଲା ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ
ଭୁବନେଶ୍ଵର, ୧୬। ୧୧: କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ନିମନ୍ତେ କିମସରେ ଏକ ପୋଷ୍ଟ କୋବିଡ ମାତୃ ଓ ଶିଶୁ କ୍ଲିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ…
Read More...
Read More...
୩୦ରୁ ୨୯ ଜିଲ୍ଲାକୁ ଖସିଲା କରୋନା। ଆଜି ୭୪୯ ପଜିଟିଭ ଚିହ୍ନଟ ଓ ୧୬ ମୃତ।
ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସ°ଖ୍ୟା। କ୍ରମାନ୍ବୟରେ ୩୦ଟି ଜିଲ୍ଲାରୁ ଚିହ୍ନଟ ହେଉଥିବାବେଳେ ଆଜି ରାଜ୍ୟର ୨୯ ଜିଲାରୁ ୭୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୯,୪୦୮ରେ ପହଞ୍ଚିଥିବା ରାଜ୍ୟ…
Read More...
Read More...