banner
Breaking
Browsing Category

ରାଜ୍ୟ

ଶିକ୍ଷକଙ୍କୁ କରୋନା ଯୋଦ୍ଧା ମାନ୍ୟତା ମିଳୁ।

ଭୁବନେଶ୍ୱର, ୧୯ା୫(ବ୍ୟୁରୋ):କରୋନା ଲଢ଼େଇରେ ଆରମ୍ଭରୁ ନିଜକୁ ସାମିଲ କରିଥିବା ଶିକ୍ଷକଙ୍କୁ ତୁରନ୍ତ କରୋନା ଯୋଦ୍ଧାର ମାନ୍ୟତା ମିଳୁ। ରାଜ୍ୟ ସରକାର ଶିକ୍ଷକଙ୍କୁ ଯୋଦ୍ଧା ଭାବେ ଘୋଷଣା କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଦାବି କରିଛି। ମିଳିତମଞ୍ଚ ପକ୍ଷରୁ…
Read More...

ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢିଲା ଲକଡାଉନ୍।

ଭୁବନେଶ୍ୱର,୧୮/୫(ବ୍ୟୁରୋ): ଜୁନ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟ ସରକାର ଲକଡାଉନ୍ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଯାଏଁ ଲକଡାଉନ୍ ଅବଧିକୁ ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି।…
Read More...

ରାଜ୍ୟରେ ଆଜି ପୁଣି ୧୦,୩୨୧ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୦,୩୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫,୭୭୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୪,୫୪୨ ଜଣ ଲୋକାଲ କେସ୍‌ ଥିବା…
Read More...

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

୨୪ ମଇରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ମିଳିବ ପ୍ରୋତ୍ସାହନ । ପ୍ରତି ଗାଁ ରେ ଥିବା ଗାଁ କଲ୍ୟାଣ ସମିତି ସାମିଲ ହେବ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ। ଦିଆଯିବ ପ୍ରୋତ୍ସାହନ ଗାଁ ରେ ଲକ୍‌ଡାଉନ ଓ TMC ସଂପର୍କରେ…
Read More...

ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କଲେ ସରକାର। ବ୍ୟତିକ୍ରମ କଲେ ହେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର ନିର୍ଦ୍ଧାରଣ…
Read More...

କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି। ପରିବାର ଲୋକଙ୍କୁ ଦିଆଯିବ ତଥ୍ୟ।

ଭୁବନେଶ୍ୱର,୧୭।୫(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍‌ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ…
Read More...

ରାଜ୍ୟରେ ଆଜି ପୁଣି ୧୦,୭୫୭ ପଜିଟିଭ ଚିହ୍ନଟ ଓ ୨୨ ମୃତ।

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦,୭୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍‌ରୁ ଥିଲାବେଳେ ୪୭୩୩ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ ୯୭୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୯୦୯ ଜଣ, ସୁନ୍ଦରଗଡ ଜିଲାରୁ…
Read More...

ଖୁସି ଖବର। ଆଜି ରାଜ୍ୟରେ ସର୍ବାଧିକ ୧୨,୦୭୭ ଜଣ ସୁସ୍ଥ ହେଲେ।

ଭୁବନେଶ୍ବର,୧୬/୫(ବ୍ୟୁରୋ): ଖୁସି ଖବର । ଆଜି ରାଜ୍ୟରେ ପୁଣି ୧୨୦୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୧୪୫୩୨କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ…
Read More...

ଡାକ୍ତରଙ୍କ ପରିବାରକୁ ଟିକା ଦେବାପାଇଁ ଦାବି।

କଟକ, ୧୬ା୫: ପରିବାରଲୋକଙ୍କୁ କୋଭିଡ୍‌-୧୯ ଟିକା ଦେବା ପାଇଁ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଶନିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ପତ୍ର ପ୍ରଦାନ କରାଯାଇଛି। ଜୁନିୟର ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେମାନଙ୍କ ଜରିଆରେ…
Read More...

ଗୋଟିଏ ଦିନରେ କରୋନା ନେଲା ତିନି ସାମ୍ବାଦିକଙ୍କ ଜୀବନ।

ଭୁବନେଶ୍ୱର,୧୬/୫(ଓଡ଼ିଆ ନ୍ୟୁଜ): ନିଷ୍ଠୁର କରୋନା ଓଡ଼ିଶାରୁ ଆଜି ଗୋଟିଏ ଦିନରେ ତିନି ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ…
Read More...