banner
Breaking

କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି। ପରିବାର ଲୋକଙ୍କୁ ଦିଆଯିବ ତଥ୍ୟ।

0

ଭୁବନେଶ୍ୱର,୧୭।୫(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍‌ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍‌ ଲାଇନ୍‌ ରହିବ। ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଫୋନ୍‌ରେ କଥା ହେବା ପରେ ଡେସ୍କର କର୍ମଚାରୀ ରୋଗୀଙ୍କ ଭଏସ ଏବଂ ଫଟୋ ସମ୍ପର୍କୀୟଙ୍କୁ ପଠାଇପାରିବେ। ହସ୍ପିଟାଲ ବାହାରେ ଏକ ସମ୍ମଳିନୀ କକ୍ଷ ପ୍ରସ୍ତୁତ କରାଯିବ। ସେଥିରେ ସିସିଟିଭି ବ୍ୟବସ୍ଥା ରହିବ।

Khansweb Solution Bhubaneswar

Leave A Reply

Your email address will not be published.