Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
Adani Foundation’s 22nd foundation day observed
Dharma:The 22nd anniversary day of AdaniFoundation was observed with much pomp and show among all stakeholders of the port today. On this occasion school students of periphery high school, community leaders, PRI members took part in…
Read More...
Read More...
ଭୁବନେଶ୍ୱରରୁ ନାଇଜେରିଆ ନାଗରିକ ଗିରଫ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଛି । ଆମାଦୀ ଭିକ୍ଟୋର ବ୍ଲେଜ୍(୪୩) ନାମକ ଜଣେ ବ୍ୟକ୍ତିକୁ ଚନ୍ଦ୍ରଶେଖର ପୋଲିସ ଗିରଫ କରିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍ କାରବାର ସନ୍ଦେହରେ ନାର୍କୋଟିକ୍ସ୍ ଟିମ୍ ତାଙ୍କୁ ଧରି ପଚରାଉଚରା କରିଥିଲା ।…
Read More...
Read More...
ଆଜି ପବିତ୍ର ଚିତାଲାଗି ଅମାବାସ୍ୟା
ପୁରୀ : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ।ପୁରୀ ଶ୍ରୀମନ୍ଦିର ପାଇଁ ଏହା ଏକ ପ୍ରମୁଖ ଉତ୍ସବ । ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ…
Read More...
Read More...
ଯନ୍ତ୍ରଣାରେ ଛଟପଟ ସାମ୍ବାଦିକ ! ଆସିଲାନି ଆମ୍ବୁଲାନ୍ସ
ଭୁବନେଶ୍ବର:ରାଜଧାନୀର ମେରୁଦଣ୍ଡ କୁହାଯାଉଥିବା ଏଜି ଛକରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ଚିତ୍ର।ଗୋଟେ ପଟେ ଦୁର୍ଘଟଣାରେ ଶିକାର ହେଇ ଫଟୋ ସାମ୍ବାଦିକ ମଳୟ କୁମାର ବେହେରା ଛଟପଟ ହେଉଥିବା ବେଳେ ଅନ୍ୟପଟେ ହେଲମେଟ୍ ଚେକିଙ୍ଗ ରେ ବ୍ୟସ୍ତ ଥିଲା କମିସନରେଟ୍ ପୋଲିସ୍।ସାମ୍ବାଦିକ ଜଣକ…
Read More...
Read More...
ବ୍ୟବଚ୍ଛେଦ ପାଇଁ ବାପା କାନ୍ଧରେ ଗଲା ପୁଅର ଶବ
ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ବୋହିଛନ୍ତି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷନଗର କାନପୁରା ପଞ୍ଚାୟତ ଏକତାଳି ଗାଁରେ ।
ସୂଚନା ଅନୁଯାଇ ସୁମନ୍ତ ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ସାପ କାମୁଡି ଦେଇଥିଲା। ଗୁରୁତର…
Read More...
Read More...
ନନ୍ଦନକାନନକୁ ଆସିଥିବା ଆଫିକୀୟ ସିଂହର ମୃତ୍ୟୁ
ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି। ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା।ଆଜି ସକାଳେ ସିଂହଟି ଅସୁସ୍ଥ ହୋଇପଡିଥିଲା । ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନକାନନ ହସ୍ପିଟାଲରେ ତାର ମୃତ୍ୟୁ ଘଟିଥିଲା। ଏବେ…
Read More...
Read More...
ଆଶାକର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ସହାୟତା ରାଶି ସହ ମିଳିବ ଅନ୍ୟାନ୍ୟ ସୁବିଧା
ଭୁବନେଶ୍ୱର:ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଦେଇଛନ୍ତି । କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ।ଛତା, ସାଇକେଲ, ଟର୍ଚ୍ଚ ଓ ଜୋତା ପାଇଁ ଆଶାକର୍ମୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏହା ସହିତ ଅବ୍ୟାହତି ରାଶିକୁ…
Read More...
Read More...
ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ
ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୦ରୁ ଅଧିକ ବଖରା ପୋଡି ପାଉଁଶ ହୋଇଯାଇଛି।
ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା। ରୋଷଘର…
Read More...
Read More...
ଶିକ୍ଷା ବଂଚାଅ-ଦେଶ ବଂଚାଅ ଦାବିରେ ଯୁବଛାତ୍ର ପକ୍ଷରୁ ପ୍ରତିବାଦ ସଭା
ଭୁବନେଶ୍ୱର:ଭାରତର ଉଚ୍ଚ ଶିକ୍ଷାର ଗୁଣ ଓ ମାନର ବିକାଶ ପାଇଁ ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ଓ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାପାଇଁ ରାଜନୈତିକ ଅଙ୍କୁଶ ମୁକ୍ତ ସ୍ୱୟଂଶାସିତ ଉଚ୍ଚ ଶିକ୍ଷା ମଂଜୁରୀ ବ୍ୟବସ୍ଥା ପ୍ରଣୟନ ପାଇଁ "ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ"ୟୁଜିସି ଗଠନ କରାଯାଇଥିଲା।କିନ୍ତୁ…
Read More...
Read More...
ଗଞ୍ଜାମ ପୋଲିସର ଏନ୍କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ
ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର…
Read More...
Read More...