banner
Breaking

ନନ୍ଦନକାନନକୁ ଆସିଥିବା ଆଫିକୀୟ ସିଂହର ମୃତ୍ୟୁ

0

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି। ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା।ଆଜି ସକାଳେ ସିଂହଟି ଅସୁସ୍ଥ ହୋଇପଡିଥିଲା । ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନକାନନ ହସ୍ପିଟାଲରେ ତାର ମୃତ୍ୟୁ ଘଟିଥିଲା। ଏବେ ନନ୍ଦନକାନନରେ ଅଛନ୍ତି ୬ ସିଂହ ଓ ୭ ସିଂହୀ।ତେବେ ସିଂହଟିର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.