Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
Browsing Category
ରାଜ୍ୟ
ଦଲାଲ ମୁକ୍ତ ହେବ ଆରଟିଓ ଅଫିସ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।
ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଯୋଗେ ବିଭିନ୍ନ ଜିଲାର ଜିଲାପାଳ, ଏସ୍ପି ଏବଂ ଆର୍ଟିଓମାନଙ୍କ ସହ ଆଲୋଚନା କରିଛନ୍ତି। ୧୫ ଦିନ ମଧ୍ୟରେ ଆର୍ଟିଓ ଅଫିସଗୁଡ଼ିକୁ ସମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ…
Read More...
Read More...
କେନ୍ଦ୍ରାପଡା କଲେକ୍ଟରଙ୍କ ଅଚାନକ ଗ୍ରାମ ପରିଦର୍ଶନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସନ୍ଦେହ।
କେନ୍ଦ୍ରାପଡା,୨୫/୯(ବ୍ୟୁରୋ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଚାରିଆଡେ ସନ୍ଦେହ ଦେଖାଦେଇଛି। ବହୁ ସ୍ଥାନରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି। କେଉଁଠାରେ ସରକାରୀ ଦଳର ଲୋକେ ନିଜ କର୍ମୀ ମାନଙ୍କୁ ଦେଇଛନ୍ତି ତ କେଉଁଠାରେ ଅର୍ଥ କାରବାର ଚାଲିଛି। ପ୍ରକୃତରେ ଯୋଗ୍ୟ…
Read More...
Read More...
ବାଧ୍ୟତାମୂଳକ ହେଲା ପଲ୍ୟୁସନ ସାର୍ଟିଫିକେଟ। ଅକ୍ଟୋବର ୧ ରୁ ଲାଗୁ
ଭୁବନେଶ୍ୱର୨୪/୯(ବ୍ୟୁରୋ): ଅକ୍ଟୋବର ୧ ତାରିଖରୁ ସବୁ ଗାଡ଼ି ପାଇଁ ଅନ୍ଲାଇନ୍ ପଲ୍ୟୁସନ୍ ଟେଷ୍ଟିଂ ସାର୍ଟିଫିକେଟ୍ ବାଧ୍ୟତାମୂଳକ। ଏହି ସାର୍ଟିଫିକେଟ୍ ‘VAHAN’ରେ ଅପ୍ଲୋଡ୍ ହୋଇଥିବା ଆବଶ୍ୟକ। ସେହିପରି କୌଣସି ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଅକ୍ଟୋବର ପହିଲାରୁ ମାନୁଆଲ୍ ସାର୍ଟିଫିକେଟ୍…
Read More...
Read More...
ବେବିନା ମହାଲିକ ମହିଳା ସମାଜରେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି : ମାନ୍ୟବର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
ଭୂବନେଶ୍ୱର,ତା.୨୪/୦୯: ନିଜର ଅସୀମ ସାହାସ ପ୍ରଦର୍ଶନ ସହ ଉପଯୁକ୍ତ ମୁକାବିଲା କରି ଅଶ୍ଳୀଳ ବ୍ୟବାହାର କରୁଥିବା ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ କାବୁ କରିବା ସହ ଧରା ପକାଇ ଚର୍ଚ୍ଚିତା ହୋଇଥିବା ବେବିନା ମହାଲିକଙ୍କୁ ଓଡିଶା ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ…
Read More...
Read More...
ଓଡିଶାରେ ପୁଞ୍ଜି ନିବେଶ କରିବ ଦକ୍ଷିଣ କୋରିଆ।
ଭୁବନେଶ୍ୱର,୨୩/୯:ଓଡିଶାରେ ପୁଞ୍ଜିନିବେଶ କରିବ ଦକ୍ଷିଣ କୋରିଆ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ୪୬ ଜଣିଆ ପ୍ରତିନିଧି ଦଳ । ଏହି ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଓଡିଶାରେ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ…
Read More...
Read More...
ସମତା ଆନ୍ଦୋଳନ ସମିତିର ଓଡ଼ିଶା ଶାଖା ଗଠିତ ।
ଭୁବନେଶ୍ୱର , ୨୩/୯(ବ୍ୟୁରୋ) : ଦେଶରେ ସାମାଜିକ, ଆର୍ଥିକ ତଥା ରାଜନୈତିକ ବିଷମତା ଦୂର କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଷ୍ଟ୍ର ଗଠନ ପାଇଁ ଉତ୍ସର୍ଗୀକୃତ ସାମାଜିକ ସଂଗଠନ "ସମତା ଆନ୍ଦୋଳନ ସମିତି"ର ଓଡ଼ିଶା ଶାଖା ଗଠନ ହୋଇଛି । ଗତ ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳାରେ ଆୟୋଜିତ ଏକ…
Read More...
Read More...
କନ୍ଦାଇଲା ପିଆଜ,ହାଣ୍ଡିଶାଳ ଡାଲା ଖାଲି। ଏବେ ୬୦ ଆଗକୁ ଆହୁରି ବଢିପାରେ
ଭୁବନେଶ୍ୱର,୨୩/୯(ଓଡ଼ିଆ ନ୍ୟୁଜ): କନ୍ଦାଇଲା ପିଆଜ ହାଣ୍ଡିଶାଳ ଡାଲା ଖାଲି ପଡିଛି। ଓଡିଶାରେ ୬୦ ଛୁଇଁଲାଣି ଆଗକୁ ଆହୁରି ବଢିପାରେ। ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ଅନ୍ୟ ପ୍ରାନ୍ତରେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କା ଛୁଇଁଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ପିଆଜ…
Read More...
Read More...
ସୃଷ୍ଟିହେଲା ଲଘୁଚାପ। ୨୪ , ୨୫ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୩ା୯(ଓଡ଼ିଆ ନ୍ୟୁଜ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ…
Read More...
Read More...
ଲେଡିଜ୍ ଫୋରମ୍ ପକ୍ଷରୁ ଟ୍ରାଫିକ୍ ସଚେତନତା
ଭୁବନେଶ୍ୱର, ୨୧/୯(ଓଡ଼ିଆ ନ୍ୟୁଜ) ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡମଣା ଛକଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ନଗର ଲେଡିଜ ଫୋରମ୍ ସଦାସର୍ବଦା ସମାଜ ସେବାରେ ସାମିଲ ହୋଇ ନୂଆନୂଆ…
Read More...
Read More...
ପ୍ରକୃତିପ୍ରେମୀଙ୍କ ଦ୍ବାରା ମଞ୍ଜିଗୋଳା ରୋପଣ
ଭୁବନେଶ୍ବର,୨୦।୯(ଓଡ଼ିଆ ନ୍ୟୁଜ): ଫଣି ପ୍ରଭାବରେ ଶ୍ରୀହୀନ ହୋଇପଡ଼ିଥିବା ରାଜ୍ୟର ବିଭିନ୍ନ ସ୍ଥାନରେ ସବୁଜ ବଳୟ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି କେତେକ ସ୍ୱେଚ୍ଛାସେବୀ । ବୃକ୍ଷ ନଥିବା ସ୍ଥାନରେ ସବୁଜିମା ସୃଷ୍ଟି କରିବା ସହ ମୃତ୍ତିକା କ୍ଷୟକୁ ରୋକିବା ଓ ଅମ୍ଳଜାନ ଯୋଗାଇବାରେ ସହାୟକ ହେବା…
Read More...
Read More...