banner
Breaking
Browsing Category

ରାଜ୍ୟ

ନଭେମ୍ବର ୪ ରୁ ଚାଲିବ ହାଇକୋର୍ଟ। ଆନ୍ଦୋଳନ ସ୍ଥଗିତ

କଟକ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର ସାଧାରଣ ପରିଷଦ…
Read More...

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଲାଗିପଡିଛନ୍ତି ୫ଟି ସଚିବ।

ସମ୍ବଲପୁର, ୧।୧୧ (ଓଡ଼ିଆ ନ୍ୟୁଜ): ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଲାଗିପଡିଛନ୍ତି୫ଟି ସଚିବ। ଗୁରୁବାର ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ…
Read More...

ଧରାହେଲା ବିରଳ ପ୍ରଜାତିର ମାଛ ଯାହାର ମୂଲ୍ୟ ଅମୂଲ୍ୟ।

ରାଜନଗର,୧।୧୧(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ଧରାହେଲା ଅଦ୍ଭୁତ ମାଛ। ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ ମାଛ ଧରିଛନ୍ତି। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ମୁହଁଟି ଥଣ୍ଟ ଆକୃତିର ହୋଇଛି।…
Read More...

ଜାତୀୟ ଏକତା ସୁରକ୍ଷା ପାଇଁ ଶପଥ ନେଲେ। ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ।

ବାଲେଶ୍ୱର , ୧।୧୧(ଓଡ଼ିଆ ନ୍ୟୁଜ):-ବାଲେଶ୍ୱର ଜିଲା ଭାଜପା ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌…
Read More...

ଉଛେଦ ହେବ ଚାରୋଟି ବସ୍ତି। ଭୟରେ ଅଛନ୍ତି ବସ୍ତି ବାସିନ୍ଦା।

ଭୁବନେଶ୍ୱର,୧।୧୧(ବ୍ୟୁରୋ): ବିଡିଏ, ଜିଏ ଓ ବିଏମସି ମିଳିତ ଏନ୍‌ଫୋର୍ସମେଣ୍ଟ ଦଳ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରେ ୪ଟି ବସ୍ତିରେ ଉଚ୍ଛେଦ କରାଯିବ। ଶୁକ୍ରବାର ନୀଳମାଧବ ବସ୍ତିର ‘ସି’ ବ୍ଲକ୍‌ରେ ଉଚ୍ଛେଦ କରାଯିବାକୁ ଥିବା ବେଳେ ଆସନ୍ତା ୪ ତାରିଖ ଦିନ ଗୌଡ ବସ୍ତି, ବୀରବସ ବସ୍ତି ଓ…
Read More...

ଅନୁଗୁଳରେ ଉଦଘାଟିତ ହେଲା ହାଉସି° ବୋର୍ଡ ପ୍ରୋଜେକ୍ଟ।

ଅନୁଗୋଳ , ୩୧ା୧୦ – ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍‌କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାର୍ଶ୍ୱରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ…
Read More...

ଲୋକଙ୍କ ସେବାକର-ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ମଧ୍ୟରେ ବିଜେଡି ଜନସମ୍ପର୍କ ପଦଯାତ୍ରା।

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଜନସଂପର୍କ ପଦଯାତ୍ରା ଗୁରୁବାର (ଅକ୍ଟୋବର ୩୧)ରେ ଶେଷ ହେବ। ଏହି ଅବସରରେ ବୁଧବାର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୪ ନମ୍ବର ୱାର୍ଡରେ ଏକ…
Read More...

ଚନ୍ଦ୍ରଶେଖରପୁରରେ ଉଦଘାଟିତ ହେଲା ନର୍ଥ ଟ୍ରାଫିକ ଥାନା।

ଭୁବନେଶ୍ୱର,୩୦/୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୋଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ସହର ବଢିବା ସହ ଗାଡି ମୋଟର ସଂଖ୍ୟା ମଧ୍ୟ ବଢୁଛି । ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ,ଆଇଟି ହବ୍ ଓ…
Read More...

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ‘ଭାରତକୁ ଜାଣ’ ପ୍ରତିଯୋଗିତା

ଭୁବନେଶ୍ବରଅ,୨୯/୧୦(ଓଡ଼ିଆ ନ୍ୟୁଜ) ଜ୍ଞାନ ରୂପକ ଅନ୍ଧାରରୁ ଜ୍ଞାନରୂପକ ଆଲୋକକୁ ଗମନ କରିବାର ମହାନ୍ ପର୍ବ ଦୀପାବଳୀର ଶୁଭ ଅବସରରେ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ତରଫରୁ ‘ଭାରତକୁ ଜାଣ’ ପ୍ରଶ୍ନୋର ପ୍ରତିଯୋଗିତା ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ…
Read More...

ଦିଲ୍ଲୀରେ ସିଲଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୯।୧୦(ଓଡ଼ିଆ ନ୍ୟୁଜ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି, ସଂହତି, ପ୍ରଗତି ଓ ସ୍ୱଚ୍ଛତା ସୃଷ୍ଟି କରିବା ପାଇଁ ନିଜର ପ୍ରୟାସ ଜାରି ରଖିଥିବା ସିଲଭର ଗାନ୍ଧୀ ଭାବେ ପରିଚିତ ଓଡ଼ିଶାର ସାଇରାମ ଗାନ୍ଧୀଙ୍କୁ ଦିଲ୍ଲୀଠାରେ…
Read More...