banner
Breaking
Browsing Category

ରାଜ୍ୟ

ସ୍କୁଲ ପିଲାଙ୍କ ପାଇଁ ମଧୁ ଆପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୩।୧୨(ଓଡ଼ିଆ ନ୍ୟୁଜ): ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ‘ମଧୁ ଆପ୍‌’କୁ ମଙ୍ଗଳବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା…
Read More...

କୃତି ଛାତ୍ରଛାତ୍ରୀଙ୍କୁ ୧୨ଲକ୍ଷ ୫୩ ହଜାର ପୁରସ୍କାର ରାଶି ପ୍ରଦାନ। ଆଲେନ୍ ପକ୍ଷରୁ ଟ୍ୟାଲେଣ୍ଟକ୍ସ ମହୋତ୍ସବ।

ଭୁବନେଶ୍ୱର୧/୧୨(ଓଡ଼ିଆ ନ୍ୟୁଜ) ଓଡ଼ିଶାର ଅଗ୍ରଣୀ କ୍ୟାରିଅର ନିର୍ମାଣ ଶିକ୍ଷାନୁଷ୍ଠାନ "ଆଲେନ୍" ପକ୍ଷରୁ ଟ୍ୟାଲେଣ୍ଟକ୍ସ ବୃତ୍ତି ପ୍ରଦାନ ମହୋତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ରେଲୱେ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି। କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦକ,ମାନପତ୍ର…
Read More...

କାଲିଠାରୁ ବଡ଼ିପରେ ମୋବାଇଲ କଲରେଟ।

ନୂଆଦିଲ୍ଲୀ,୩୦ା୧୧: ବର୍ଷର ଶେଷ ମାସ ଅର୍ଥାତ ଡିସେମ୍ବର ୧ରୁ ବଦଳିଯିବ ମୋବାଇଲ୍ ବିଲ ସହ ଜଡିତ ନିୟମ । ଏଣିକି କଲ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । କାଲିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ଏହି…
Read More...

ମୁମ୍ବାଇରେ ଜନ୍ମିତ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ।

ମୁମ୍ବାଇ,୨୯।୧୧(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସେ ତୁରନ୍ତ ତାଙ୍କ କାର୍ଯ୍ୟକୁ ନେଇ ତତ୍ପର ହୋଇ ଉଠିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସେ କହିଛନ୍ତି ମୁମ୍ବାଇରେ ଜନ୍ମ ନେଇଥିବା ସେ…
Read More...

ସିଏଜି ରିପୋର୍ଟରେ ସରକାର ଭାବମୁର୍ତ୍ତୀ ପଦାରେ ପଡିଲା।

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି। ବିତ୍ତୀୟ ପରିଚାଳନା ଠିକ ଢଙ୍ଗରେ କରାଯାଉଛି। ଟିକସ ଆଦାୟ ବଢ଼ିଛି। ରାଜସ୍ବ ପୂର୍ବ ବର୍ଷ ତୁଳନାରେ ସନ୍ତୋଷଜନକ ରହିଛି। ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେନ୍ଦ୍ରରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର…
Read More...

କାର୍ଯ୍ୟ ଦିବସ ଥାଇ ଶେଷହେଲା ବିଧାନସଭା।

ଭୁବନେଶ୍ବର,୨୮/୧୧ : ଷୋଡଶ ବିଧାନସଭାର ଦ୍ବିତୀୟ ତଥା ଶୀତକାଳୀନ ଅଧିବେଶନ ୧୭ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି। ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ…
Read More...

ଗାଡି କାଗଜପତ୍ର ପାଇଁ ପୁଣି ତିନିମାସ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଦେଲେ ତିନିମାସ ସମୟ। ସମଗ୍ର ଦେଶରେ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ଆଇନ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରାଯାଇନାହିଁ।…
Read More...

ପ୍ରତିଦିନ ପ୍ରାୟ ୪ ଜଣ ନାବାଳିକା ଗଣଦୁଷ୍କର୍ମର ଶିକାର ହେଉଛନ୍ତି।

ଭୁବନେଶ୍ୱର,୨୫/୧୧(ବ୍ୟୁରୋ) ପ୍ରତିଦିନ ପ୍ରାୟ ୪ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଚଳିତବର୍ଷର ଛଅ ମାସ ମଧ୍ୟରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ମୋଟ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୩୦ ନାବାଳିକା ଦୁଷ୍କର୍ମ…
Read More...

ଭୁବନେଶ୍ୱରରୁ ସୁରତ ଉଡିବ ବିମାନ।

ଭୁବନେଶ୍ୱର,୨୫/୧୧(ଓଡ଼ିଆ ନ୍ୟୁଜ) ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ଏହି ବିମାନ ସେବା ଯୋଗାଇବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବ। ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ବିମାନ ଛାଡ଼ିବ।…
Read More...

ସ୍ପିରିଚୁଆଲ ଏକାଡ଼େମୀ (ଆଧ୍ୟାତ୍ମିକ ବିଦ୍ୟାପୀଠ)ରେ ଛାତ୍ରଛାତ୍ରୀଙ୍କୁ ସ୍ମରଣଶକ୍ତି ବୃଦ୍ଧିର ଉପାୟ ବତାଇଲେ ବିଶେଷଜ୍

ଭୁବନେଶ୍ୱର,୨୪/୧୧(ଓଡ଼ିଆ ନ୍ୟୁଜ) :  ଭାରତବର୍ଷର ଆତ୍ମା ହେଉଛି ଆଧ୍ୟାତ୍ମିକତା ଓ ଏହାର ପ୍ରଚାର ପ୍ରସାର ତଥା ଏହି ଭାବ ନିଜ ଭିତରେ ଉଦ୍ରେକ କରିବା ଲାଗି ସମସ୍ତଙ୍କୁ ସଚେତନ କରାଇବା ଦିଗରେ ଅହରହ ଉଦ୍ୟମ ଚଳାଇଥିବା ସ୍ପିରିଚୁଆଲ ଏକାଡ଼େମୀ (ଆଧ୍ୟାତ୍ମିକ ବିଦ୍ୟାପୀଠ)ପକ୍ଷରୁ ପିଲାମାନଙ୍କର…
Read More...