Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ରାଜଧାନୀରେ ଚୋରି।
ଭୁବନେଶ୍ଵର : କରୋନା ମହାମାରୀ ପାଇଁ ସାରା ରାଜ୍ୟ ଲକ୍ ଡାଉନ ହୋଇ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ରାଜ୍ୟର କରୋନା ହଟସ୍ପଟ ଭାବେ ଚିହ୍ନଟ ହେବାପରେ କଡାକଡି ଭାବେ ପାଳନ ହେଉଛି ଲକ୍ ଡାଉନ ଆଇନ । ସଦାସର୍ବଦା ଜନଗହଳିରେ ପୂର୍ଣ୍ଣ ରହୁଥିବା ରାଜଧାନୀ ବର୍ତ୍ତମାନ ଖାଁ ଖାଁ ଲାଗୁଛି । ଏହାରି…
Read More...
Read More...
ଓଡିଶାବାସୀଙ୍କୁ ମହାବିଷୁବ ସ°କ୍ରାନ୍ତି ଓ ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ) : ଆଜି ହେଉଛି ପବିତ୍ର ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି । ଆଜିର ଦିନକୁ ଓଡ଼ିଆ ନବବର୍ଷ ହିସାବରେ ମଧ୍ୟ ପାଳନ କରାଯାଏ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…
Read More...
Read More...
ରାସନକାର୍ଡଧାରୀ ମାନଙ୍କୁ ୩ ମାସ ପାଇଁ ଚାଉଳ ଓ ଡାଲି ମାଗଣା ଦିଆଯିବ।
ଭୁବନେଶ୍ୱର,୧୨/୪(ଓଡ଼ିଆ ନ୍ୟୁଜ) :- କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଓଡ଼ିଶା ସମେତ ସାରା ଦେଶରେ ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ…
Read More...
Read More...
କାଲି ୪ ଆକ୍ରାନ୍ତଙ୍କ ମଧ୍ୟରେ କିଏ କେଉଁଠୁ ଜାଣନ୍ତୁ।
ଓଡିଶା ୧୨/୪ : ଗତକାଲି ରାଜ୍ୟରେ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ସୁନ୍ଦରଗଡ ଜିଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡାର ଏବଂ ଅନ୍ୟ ଜଣେ ଭୁବନେଶ୍ଵରୁ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ…
Read More...
Read More...
ଓଡିଶାରେ ଆଉ ୪ ଆକ୍ରାନ୍ତ। ମୋଟ ୫୪ ଜଣକୁ ବୃଦ୍ଧି।
ଭୁବନେଶ୍ବର: ରାଜ୍ୟରେ ଶନିବାର ରାତିରେ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟ ୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ତେବେ ଏ ମଧ୍ୟରୁ ୧୨ ଜଣ…
Read More...
Read More...
ବାଇଗଣ ଓ ମୁହଁରେ ହାତ ମାରିବା ଉପରେ ବାଗଚୀଙ୍କ ପରାମର୍ଶ।
ଭୁବନେଶ୍ୱର,୧୧/୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ…
Read More...
Read More...
ଭୁବନେଶ୍ୱରର ପାଞ୍ଚଟି ସ୍କୁଲରେ କରୋନା ଟେଷ୍ଟ ଆରମ୍ଭ।
ଭୁବନେଶ୍ଵର,୧୧/୪(ଓଡ଼ିଆ ନ୍ୟୁଜ) : ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀର ୫ଟି ସ୍କୁଲ୍ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ଆଜି ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ ରୁ ୫ଟା…
Read More...
Read More...
ପୁରୀ,ଯାଜପୁର, କଟକ କରୋନା ମୁକ୍ତ। ୧୦ ଜଣ ଆରୋଗ୍ୟ ଲାଭକଲେ। ଓଡିଆ ଡାକ୍ତରଙ୍କ ଚମତ୍କାର।
ଭୁବନେଶ୍ୱର,୧୦/୪(ଓଡ଼ିଆ ନ୍ୟୁଜ) ଓଡିଶା ପାଇଁ ଖୁସି ଖବର। ଚିକିତ୍ସା ବିଜ୍ଞାନରେ କରାମମତି ଦେଖାଇଲେ ଓଡିଆ ଡାକ୍ତର। ଆଜି ୧୦ ଜଣଙ୍କର କରୋନା ନେଗେଟିଭ ଆସିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ଜଣ ,ଭଦ୍ରକ-୨ ଓ…
Read More...
Read More...
ଘରଭଡା ଛାଡ କରିବାକୁ ମାଲିକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ରାଜ୍ୟବାସୀଙ୍କୁ ସତେ ଯେପରି ସ୍ଥାଣୁ କରିଦେଇଛି। ଲକ୍ଡାଉନ୍ ହେବା ଯୋଗୁଁ ଗରିବ ଓ ଖଟିଖିଆଙ୍କ ଜୀବନଜୀବିକା ଠପ୍ ହୋଇଯାଇଛି। ରାଜ୍ୟର ବିଭିନ୍ନ ସହରମାନଙ୍କରେ ଘର ଭଡ଼ା ରହିଥିବା ଗରିବ ଓ ଶ୍ରମିକମାନଙ୍କ ରୋଜଗାରଶୂନ୍ୟ ହୋଇଯାଇଛି। ଏପରି ସ୍ଥିତିରେ ଘର…
Read More...
Read More...
କଳାବଜାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ-ଖୋର୍ଦ୍ଧା ଜିଲ୍ଲାପାଳ
ଖୋର୍ଦ୍ଧା : ଲକ୍ଡାଉନ୍ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀ ସଂଘ ଆଲୋଚନା କରି…
Read More...
Read More...