banner
Breaking
Browsing Category

ରାଜ୍ୟ

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ସାଧନ କରିବେ । ମୁଖଭାବରେ ରବି ଓ ଶୁକ୍ରଜନିତ ଅପ୍ରିୟସତ୍ୟ ଭାଷଣ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସଙ୍ଗକୁ ପୁରସ୍କୃତ ହୋଇପାରନ୍ତି । ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ…
Read More...

କାଲି ଚାଲିବ ନାହିଁ ବସ କି ଆଟୋ।

ଭୁବନେଶ୍ୱର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ହେଲେ କେଇଘଣ୍ଟା ପରେ କାଲିଠାରୁ…
Read More...

ନିଜ ଇଚ୍ଛାରେ ସମ୍ପର୍କ ରଖିଥିବାରୁ ଦୁଷ୍କର୍ମ ଆଇନ ଲଗାଇବା ଠିକ୍ ନୁହେଁ-ହାଇକୋର୍ଟ

କଟକ, : ଦୁଷ୍କର୍ମ ସଂପର୍କରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ…
Read More...

ରାଜ୍ୟରେ ପୁଣି ୬୭ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୩୩୬ କୁ ବୃଦ୍ଧି।

ଭୁବନେଶ୍ବର,୨୪/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି ପାଇଛି । ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସହ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୭ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ…
Read More...

ଓଡିଶା ଶିଳ୍ପ ବିକାଶର ଉନ୍ନୀତ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ହୋଇ ପାରିଛି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୩/୫(ଓଡ଼ିଆ ନ୍ୟୁଜ) : ଓଡ଼ିଶାକୁ ପୁଞ୍ଜିନିବେଶର ଏକ ଲକ୍ଷ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବା ନିମନ୍ତେ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବାତ୍ୟାର ସଫଳ ପରିଚାଳନା ପୁଞ୍ଜିନିବେଶ ନିମନ୍ତେ ନୂଆ ଦିଗନ୍ତ ଉନ୍ମୋଚନ କରିପାରିଛି। କୋଭିଡ୍‌-୧୯ ପରବର୍ତ୍ତୀ…
Read More...

ତାତିରେ ତାତିଲା ଓଡିଶା।

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ତାତିରେ ତାତିଲା ଓଡିଶା। ବାତ୍ୟା ଅମ୍ଫନ ପରେ ଓଡିଶାର ବହୁ ଜିଲ୍ଲା ଆଜି ଡହଡହ ତାତିରେ ଫୁଟିଛି। ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ…
Read More...

ଖୁସି ଖବର ରାଜ୍ୟରେ ପୁଣି ୬୨ ସୁସ୍ଥ।

ଭୁବନେଶ୍ଵର,୨୩/୫(ଓଡ଼ିଆ ନ୍ୟୁଜ): ଖୁସି ଖବର ରାଜ୍ୟରେ ଶନିବାର ପୁଣି ୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ରାଉରକେଲାରୁ ୨ ଜଣ, ଭଦ୍ରକ, ମୟୂରଭଂଜ ଓ ଯାଜପୁର…
Read More...

ଓଡିଶାରେ ଅନଲାଇନରେ କାଲିଠାରୁ ମିଳିବ ମଦ।

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସବୁଠାରେ ହୋମ୍‌ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ…
Read More...

ରାଜ୍ୟରେ ପୁଣି ୮୦ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୨୬୯ କୁ ବୃଦ୍ଧି।

ଭୁବନେଶ୍ଵର, ୨୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୮୦ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ…
Read More...

ଜୁନ ସୁଦ୍ଧା ଓଡିଶାରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି।

ଭୁବନେଶ୍ଵର,୨୨/୫(ବ୍ୟୁରୋ): ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଦ୍ରୁତଗତିରେ ମାଡ଼ି ଚାଲିଛି କରୋନା । ୨ ମାସରେ ରୋଗୀ ସଂଖ୍ୟା ୫୦୦ରେ ପହଞ୍ଚିଥିଲା। ମାତ୍ର ଏହାପରେ ଆଉ ୫୦୦ ସଂକ୍ରମିତ ଠାବ ହୋଇଥିଲେ ମାତ୍ର ୮ ଦିନରେ । ସଂକ୍ରମଣର ଏହି ଦୃତ ପ୍ରଗତି…
Read More...