banner
Breaking
Browsing Category

ରାଜ୍ୟ

ସୌର ଚାଳିତ ହେବ ବିଧାନସଭା।

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ) : ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା। ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ। ଏ ନେଇ ସୋମବାର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ OREDA ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ…
Read More...

ଓଡିଶାରେ ହୁହୁ ହୋଇ ବଢୁଛି କରୋନା। ଆଜି ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧/୬(ଓଡ଼ିଆ ନ୍ୟୁଜ): ଓଡିଶାରେ ହୁହୁ ହୋଇ ବଡ଼ିଲାଣି କରୋନା। ରାଜ୍ୟରେ ଆଜି ପୁଣି ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହେବା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
Read More...

ଭୁବନେଶ୍ୱରର ଚନ୍ଦକାରେ ହେବ ବିଶ୍ବସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଚନ୍ଦକା ବନାଞ୍ଚଳରେ ହେବ ବନ୍ୟପ୍ରାଣୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରାଣୀ ଚିକିତ୍ସାଳୟ।  ଏଥିସହ ରାଜ୍ୟର ହାତୀ କରିଡର ସଂଖ୍ୟା ୧୪ରୁ ୧୬କୁ ବଢାଯିବ ବୋଲି ଲୋକସେବା ଭବନରେ ହାତୀଙ୍କ ସୁରକ୍ଷା ପାଇଁ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୨୯ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୯୪୮ କୁ ବୃଦ୍ଧି।

ଭୁବନେଶ୍ୱର,୩୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ଆଜି ସର୍ବାଧିକ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୯ଜଣ କ୍ବାରେଣ୍ଟାଇନରୁ ଓ ୧୦ ଜଣ ସ୍ଥାନୀୟ ଲୋକ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…
Read More...

ରାଜ୍ୟରେ ପୁଣି ୯୬ ପଜିଟିଭ। ଆକ୍ରାନ୍ତଙ୍କ ସ°ଖ୍ୟା ୧୮୧୮କୁ ବୃଦ୍ଧି।

ଭୁବନେଶ୍ୱର, ୩୦।୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଶନିବାର ପୁଣି ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ତେବେ ସମସ୍ତ ନୂଆ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଜୁନ ୧ ରେ କେରଳ ଛୁଇଁବ ମୌସୁମୀ। ଓଡିଶାରେ ୧୫

ନୂଆଦିଲ୍ଲୀ,୨୯ା୫: ଜୁନ୍‌ ପହିଲାରେ କେରଳକୁ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଖୁବ୍‌ଶୀଘ୍ର ଅନୁକୂଳ ପରିବେଶ ସୃଷ୍ଟି ହେବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବ ବୋଲି ଭୂ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି। ଏହି ବାୟୁ ମାଳଦ୍ୱୀପ, ଦକ୍ଷିଣ…
Read More...

ରାଜ୍ୟରେ ପୁଣି ୬୩ ପଜିଟିଭ୍ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୧୭୨୩ କୁ ବୃଦ୍ଧି।

ଭୁବନେଶ୍ୱର, ୨୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟର ପୁଣି ୬୩ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ଏନେଇ…
Read More...

ଓଡିଶାବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ। କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପାଇଁ ଵନ୍ଦେ ଉତ୍କଳ ଜନନୀ ଗାନକର।

ଭୁବନେଶ୍ୱର,୨୮।୫(ଓଡ଼ିଆ ନ୍ୟୂଜ): ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୋଭିଡ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିକା ଦିନରେ କେବଳ ଭାରତ ବର୍ଷରେ ନୁହେଁ ସାରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି।…
Read More...

ଭୁବନେଶ୍ୱର, ୨୮ା୫(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଳୟଙ୍କରୀ ବାତ୍ୟା ଅମ୍ଫାନ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ସମବେଦନା ଜଣାଇବା ସହ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ସିଏମ ରିଲିଫ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି…
Read More...

ରାଜ୍ୟରେ ପୁଣି ୬୭ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୧୬୬୦କୁ ବୃଦ୍ଧି।

ଭୁବନେଶ୍ୱ.୨୮/୫(ଓଡ଼ିଆ ନ୍ୟୁଜ): ରାଜ୍ୟର ପୁଣି ୬୭ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ…
Read More...