Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
Browsing Category
ରାଜନୀତି
ଆସନ୍ତା କାଲି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ହେବିଓ୍ବେଟ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୦।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନକୁ ଆଉ ୧୧ ଦିନ ବାକି,ପ୍ରଚାର ମଇଦାନକୁ ଓହ୍ଲାଇବେ ହେବି ଓ୍ବେଟ୍ ନେତା। ଏହି ଉପଲକ୍ଷେ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବେ। ସେ ଶୁକ୍ରବାର ସକାଳ ୧୧ଟାରେ…
Read More...
Read More...
ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଉତ୍ତର ଭୁବନେଶ୍ୱର ୧୨ନଂ ୱାଡ ଆଗରେ।
ଭୁବନେଶ୍ୱର ,୦୯/୧୦(ଓଡ଼ିଆ ନ୍ୟୁଜ) ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପନାୟକ ସେପ୍ଟେମ୍ବର ୨ରୁ ନିଜେ ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଆରମ୍ଭ କରିଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଳୀରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛାମୁଆ ନେତା ଓ…
Read More...
Read More...
ହିନ୍ଦୁ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଶାରଦା ମହାପାତ୍ର ହେଲେ ଉପାଧ୍ୟକ୍ଷ
କଟକ,(ଓଡ଼ିଆ ନ୍ୟୁଜ) ଆଜି କଟକର ସେଲଟର ଛକ ନିକଟରେ ଥିବା ରାଜଶ୍ରୀ ଆପାର୍ଟମେଣ୍ଟର ସଭାକକ୍ଷରେ ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀର ଏକ ବୈଠକ ସଂଘଟିତ ହୋଇଯାଇଅଛି । ଉକ୍ତ ସଭାର ପ୍ରାରମ୍ଭରେ ଦଳର ରାଜ୍ୟ ଅଧ୍ୟକ୍ଷା ଶ୍ରୀମତି ଗୀତା ଚୟନି ସ୍ୱନାମଧନ୍ୟ…
Read More...
Read More...
ଉତ୍ତର ଭୁବନେଶ୍ବରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା।
ଭୁବନେଶ୍ୱର ,୪/୧୦(ଓଡ଼ିଆ ନ୍ୟୁଜ) ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପଞ୍ଚାୟତ ସ୍ତରରେ…
Read More...
Read More...
ରୀତା ସାହୁ ହେଲେ ବିଜେଡ଼ି ପ୍ରାର୍ଥୀନୀ।
ଭୁବନେଶ୍ବର,୨୮/୯(ଓଡ଼ିଆ ନ୍ୟୁଜ) : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନେକ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର…
Read More...
Read More...
ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ ।
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ମୁକାବିଲାର ସଫଳ ସୂତ୍ର ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାତ୍ୟା ଫୋନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦…
Read More...
Read More...
ଉପ ନିର୍ବାଚନରେ ଯୁବରାଜ ମାରିଲେ ଛକା। ବିଜେପି ୩ କ°ଗ୍ରେସ ୧ରେ ଆଗୁଆ।
ନୂଆଦିଲ୍ଲୀ,୨୭/୯(ବ୍ୟୁରୋ):ଆରମ୍ଭ ହେଲା ଭୋଟ ଗଣତି ଯୁବରାଜ ସିଂ (ୟୁପି)ହମିରପୁର ଆସନରୁ ଲଢୁଛନ୍ତି। ଦେଶର ୪ଟି ରାଜ୍ୟର ୪ଟି ବିଧାସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଭୋଟିଂ ଗଣତି ଆରମ୍ଭ ହୋଇଯାଇଛି। ଦୁଇଟି ଆସନରେ ଭାଜପା ଆଗରେ ଥିବାବେଳେ ଗୋଟିଏ ଯାଗାରେ କଂଗ୍ରେସ ଆଗରେ ଅଛି। ଉତ୍ତର…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର। ସ୍ମାର୍ଟସିଟି ଅନୁଦାନ କାର୍ଯ୍ୟକାରୀ ହେଉନାହିଁ।
ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ) ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଲାଗି ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ପଡିରହିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂଙ୍କୁ ପୃଥକ ପୃଥମ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ…
Read More...
Read More...
ଆଜି ମନମୋହନ ସିଂ ଙ୍କ ଜନ୍ମଦିନ। ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୬।୯: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ସୂଚନାଯୋଗ୍ୟ, ୧୯୩୨…
Read More...
Read More...
ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ। ଘୋଷଣା ବାକି
ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଚୟନ ପାଇଁ ଲାଗିପଡିଛନ୍ତି ତିନୋଟି ପ୍ରମୁଖ ରାଜନୈତିକ ଦଳ। ଏହି ଦୌଡରେ ପୂର୍ବ ନିର୍ବାଚନରେ କମ୍ ଭୋଟ ପାଇଥିବା କ°ଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଆଗରେ ଅଛି। ପୂର୍ବତନ ମନ୍ତ୍ରୀ ତଥା ଗତ ତଥର ପ୍ରାର୍ଥୀଙ୍କ ପୁଅ…
Read More...
Read More...