Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ରାଜନୀତି
ଓଡିଆ ସରକାରଙ୍କ କେନ୍ଦ୍ର ଅବହେଳା ଯୁଗ ସରିଲା।
ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଅମଳରେ ଯାହାସବୁ ଅନୁଦାନ ଓଡ଼ିଶା ପାଇଛି ତାହା ପୂର୍ବରୁ କେବେ ପାଇ ନଥିଲା। ଏହାସହିତ ଓଡ଼ିଶାର ବହୁ ଯଶସ୍ବୀଙ୍କୁ ଯେଭଳି ପଦ୍ମ ଓ ବିଭିନ୍ନ ସମ୍ମାନ ସହିତ ତିନିଜଣଙ୍କୁ ରାଜ୍ୟପାଳ ପଦ ମର୍ଯ୍ୟାଦା ଦିଆଯାଇଛି ତାହା ଅନ୍ୟ କୌଣସି ସରକାର…
Read More...
Read More...
ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୁରିଲା। ଜନପ୍ରିୟତା ବଢି ବଢି ଚାଲିଛି।
ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ମେ ୨୯ରେ ଲଗାତର ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ସୃଷ୍ଟି କରିଛନ୍ତି। ଅସାଧାରଣ ଲୋକପ୍ରିୟତା ତାଙ୍କୁୁ ଜନପ୍ରିୟ ମୁଖ୍ୟମନ୍ତ୍ରୀରେ ପରିଣତ କରିପାରିଛି। ଶୁକ୍ରବାର ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ…
Read More...
Read More...
ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଦେଲେ ବିଧାୟକ
ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): - ଚନ୍ଦ୍ରଶେଖରପୁରର ପ୍ରମୁଖ ବାଣିଜ୍ୟକେନ୍ଦ୍ର ଡିଷ୍ଟ୍ରିକ୍ଟ ସେଣ୍ଟର ରାସ୍ତାର ପୁନଃଉଦ୍ଧାର ପାଇଁ ଶୁଭଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ଏହି…
Read More...
Read More...
ହାତ ଟେକିଦେଲେ ସରକାର। ଏବେ କେବଳ ଜଗନ୍ନାଥ ଭରଷା-ନିରଞ୍ଜନ
ଭୁବନେଶ୍ୱର, ୨୭ା୫ (ବ୍ୟୁରୋ): ରାଜ୍ୟ ସ୍ଥିତିକୁ ଦେଖିଲେ ବର୍ତ୍ତମାନ ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ତାହା କିଛି ବୁଝା ପଡୁନି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ନିରଞ୍ଜନ ଏକ…
Read More...
Read More...
ବାତ୍ୟା ଅମ୍ଫାନରେ ଲୋକଙ୍କ ସହିତ ରହିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।
ଭୁବନେଶ୍ବର, ୨୦/୫(ଓଡ଼ିଆ ନ୍ୟୁଜ) ବାତ୍ୟା ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ୧୯ ତାରିଖ ରାତିରୁ ବର୍ଷା ପବନ ଆରମ୍ଭ ହୋଇ ୨୦ ତାରିଖ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା।ଏହାର ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଗଛ ଭାଙ୍ଗିବା ସହିତ ଛୋଟୋମୋଟ କ୍ଷେୟକ୍ଷତି ହୋଇଛି। ଯାହାର ଆକଳନ…
Read More...
Read More...
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ।
ଭୁବନେଶ୍ୱର, ୧୮/୫(ଓଡ଼ିଆ ନ୍ୟୁଜ): ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଉଥିଲାବେଳେ ଆମ ସରକାରମାନେ ଏହାର ଫାଇଦା ଦେଶର ସାଧାରଣ ଗ୍ରାହକଙ୍କୁ ନ ଦେଇ ବିଭିନ୍ନ ଶୁଳ୍କ ଓ ଭାଟ ବୃଦ୍ଧି ବୃଦ୍ଧି କରି ରାଜସ୍ବ ସଂଗ୍ରହ ଅଳରେ ଶୋଷଣ କରିଚାଲିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡିଶା…
Read More...
Read More...
ରାଜନଗର ଜନପ୍ରିୟ ବିଧାୟକ ଧ୍ରୁବ ସାହୁଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ।
ରାଜନଗର,୧୮/୫,(ଓଡ଼ିଆ ନ୍ୟୁଜ) ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଜାରି ହୋଇଥିବା…
Read More...
Read More...
୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ -ପାହାଡର ମୂଷିକ ପ୍ରସବ -ସ.ପା
ଭୁବନେଶ୍ୱର ,୧୪/୪(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତିର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ୟ ଏକ ଧୂଁଆ ବାଣ l ଏହି ପ୍ୟାକେଜ" ପାହାଡ ର ମୂଷିକ ପ୍ରସବ" ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି l କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କର ୬୮,୬୦୭…
Read More...
Read More...
କଲ୍ୟାଣପୁର ପଞ୍ଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତ ସ°ଗୃହୀତ ।
ଭୁବନେଶ୍ୱର,୨୪ା୪(ଓଡ଼ିଆ ନ୍ୟୁଜ) : କରୋନା ଆତଙ୍କରେ ସମଗ୍ର ଦେଶ ଲକଡାଉନ୍ । ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ଯାହା ଫଳରେ ପ୍ରତି ହସ୍ପିଟାଲରେ ବର୍ତ୍ତମାନ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ସମସ୍ତ…
Read More...
Read More...
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଜରୁରୀ ବୈଠକ।
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା ସର୍ମ୍ପକରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ…
Read More...
Read More...