banner
Breaking
Browsing Category

ରାଜନୀତି

ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା।

ଭୁବନେଶ୍ବର,୧୫/୯(ଓଡ଼ିଆ ନ୍ୟୁଜ):ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା।  ଏ ନେଇ ସେ ଗତକାଲି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଯେଉଁ ମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ସୋଶିଆଲ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ,ହରିବଂଶଙ୍କୁ ସମର୍ଥନ କରିବ ବିଜେଡି।

ନୂଆଦିଲ୍ଲୀ,୧୪ ।୯(ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ…
Read More...

ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସା°ସଦ ରମେଶ ମାଝୀଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ତାନାନ୍ତର।

ଜୟପୁର,୧୨।୯(ଓଡ଼ିଆ ନ୍ୟୁଜ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ…
Read More...

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ କ°ଗ୍ରେସର ପାର୍ଥୀ ଘୋଷଣା।

ଭୋପାଳ,୧୧।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଉପନିର୍ବାଚନର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କଂଗ୍ରେସ କିନ୍ତୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି…
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର ବୈଠକ।

ଜଗତସିଂହପୁର,୧୧/୯(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ବାଜିଲା ଉପନିର୍ବାଚନ ବିଗୁଲ। ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆରମ୍ଭ କରିଛି ତାର ରଣ କୌଶଳ।ଆଜି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଠାରେ ବିଜୁ ଜନତା ଦଳର ଏକ ଗୁରୁତ୍ବପୂର୍ଣ୍ଣ କର୍ମୀ ବୈଠକ ଅନୁଷ୍ଠିତ…
Read More...

କୋଭିଡ ନିୟମ ମାନି ହେବ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ।

ଭୁବନେଶ୍ବର,(ବ୍ୟୁରୋ):ବିହାର ନିର୍ବାଚନ ସହ ଅନୁଷ୍ଠିତ ହେବ ଓଡ଼ିଶାର ୨ଟି ଉପନିର୍ବାଚନ । ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ନିମନ୍ତେ ଉପନିର୍ବାଚନ ହେବ ବୋଲି କେନ୍ଦ୍ର ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଓଡ଼ିଶା ମୁଖ୍ୟ ନିର୍ବଚାନ ଅଧିକାରୀ ସୁଶୀଲ କୁମାର ଲୋହାନୀ…
Read More...

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା।

ଭୁବନେଶ୍ବର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା କରାଇନେବାକୁ…
Read More...

୮ ନମ୍ବର ୱାର୍ଡରେ ମନୋଜ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର ୨୬/୮(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବିଜେଡି ସଂଗଠନ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ନୂତନ ଟିମ୍ ଗଠନ କରିଛନ୍ତି । ଏହି କ୍ରମରେ ୮ ନମ୍ବର ୱାର୍ଡର ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କୁ ଜିଲ୍ଲା ସାଧାରଣ…
Read More...

୯୬ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୨୦/୮(ଓଡ଼ିଆ ନ୍ୟୁଜ): କରୋନା ପାଇଁ ରାଜନୈତିକ କାର୍ଯ୍ୟକ୍ରମ,ସଭା ସମିତି ପ୍ରାୟ ବନ୍ଦ । ଏହା ସତ୍ତ୍ବେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେଡ଼ି ଚଳାଇଛି ତାହାର ଗୋଟି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ …
Read More...

ବିଧାୟକ ସୁଶାନ୍ତ ରାଉତ କାହିଁକି ହେଲେ ସଭାପତି। ଜାଣନ୍ତୁ

ଭୁବନେଶ୍ବର,୨୦/୮(ଓଡ଼ିଆ ନ୍ୟୁଜ): ବିଜେଡି ରାଜନୀତିରେ ଖୁବ କମ୍ ଦିନରେ ନିଜର ଦକ୍ଷତା, ସେବାପଣିଆ ଓ ସ୍ନେହ ଏବଂ ଭଲପାଇବାରେ ଲୋକମାନଙ୍କର ଆପଣାର ହୋଇପାରି ଥିବାରୁ ସମସ୍ତଙ୍କର ଆଦରଣୀୟ ହୋଇଛନ୍ତି। ପ୍ରଥମଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ସୁଶାନ୍ତ କୁମାର ରାଉତଙ୍କ ଉପରେ ଆସ୍ଥା ସ୍ଥାପନ…
Read More...