Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ରାଜନୀତି
ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା
ଭୁବନେଶ୍ବର,୨୩/୧: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ଆଶାୟୀ ପ୍ରାର୍ଥୀ ଦାଖଲ କରିଥିବା ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ ପରେ ଆଜି ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ଆଗାମୀ…
Read More...
Read More...
ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ
ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ରାଜ୍ୟ ସଭା…
Read More...
Read More...
ନିର୍ବାଚନରେ ଛୋଟ ରାଲିକୁ ହଁ , ବଡ ରାଲି, ରୋଡଶୋକୁ ନା
ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍ ଶୋ’ ଉପରେ ରୋକ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ…
Read More...
Read More...
୧୭ ନମ୍ବର ଜୋନ୍ ପାଇଁ କ°ଗ୍ରେରୁ ପ୍ରାର୍ଥୀ ହେଲେ ଅଜୟ କୁମାର ବାୟୀ
କେନ୍ଦ୍ରାପଡା,୨୨/୧(ଓଡ଼ିଆ ନ୍ୟୁଜ) କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାଇଁ କ°ଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଜୟ କୁମାର ବାୟୀ।
ଚନ୍ଦନନଗର ପଞ୍ଚାୟତ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ବାସ କରୁଥିବା ଶ୍ରୀଯୁକ୍ତ ବାୟୀ…
Read More...
Read More...
ଆଜି ପ୍ରାର୍ଥୀପତ୍ର ଜାଞ୍ଚ ହେବ
ଭୁବନେଶ୍ୱର,୨୨।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଯାଇଛି। ନାମାଙ୍କନ ଦାଖଲ ପରେ ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି । ସେହିଦିନ ହିଁ ଚୂଡାନ୍ତ…
Read More...
Read More...
ପଞ୍ଚାୟତ ନିର୍ବାଚନ ଉପରେ ବିଧାୟକଙ୍କ ଭାଗ୍ୟ ନିର୍ଭର କରିବ
ଖୋର୍ଦ୍ଧା ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ସବୁଠି ରାଜନୀତି ସରଗରମ ରହିଛି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥର ପ୍ରାର୍ଥୀଙ୍କ ଅପେକ୍ଷା ହେଭିୱେଟ ନେତା ଓ ବିଧାୟକଙ୍କ…
Read More...
Read More...
୩୦ ନମ୍ବର ଜୋନ ଜିଳ୍ଲା ପରିଷଦ ବିଜେଡି ପ୍ରାର୍ଥୀନୀ ବବିତା ରାଉତଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର,୨୧/୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି ପ୍ରାର୍ଥୀନୀ ଭାବେ ବବିତା ରାଉତ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ…
Read More...
Read More...
ଆଜି ପଞ୍ଚାୟତ ନିର୍ବାଚନ ନାମାଙ୍କନପତ୍ର ଦାଖଲର ଶେଷଦିନ
ଭୁବନେଶ୍ବର,୨୧/୧(ବ୍ୟୁରୋ): ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷଦିନ। ଗତ ଚାରିଦିନ ମଧ୍ୟରେ ରାଜ୍ୟରେ ସମୁଦାୟ ୧ଲକ୍ଷ ୩୩ହଜାର ୫୮୪ ଆଶାୟୀ ନାମାଙ୍କନପତ୍ର ଭରିଥିବାବେଳେ ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା…
Read More...
Read More...
ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରି ଦୁଇ ନିଲମ୍ବିତ
ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ମା’ ତାରିଣୀ କଲେଜ ଅଧ୍ୟକ୍ଷ ବିକାଶ ଦାଶ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝିଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ଦାଶଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ମଧ୍ୟ ମାମଲା…
Read More...
Read More...
ଉତ୍ତରପ୍ରଦେଶରେ ଭାଜପାର ୧୦୫ ପାର୍ଥୀଙ୍କ ମଧ୍ୟରୁ ୨୫ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି
ଲକ୍ଷ୍ନୌ, ୧୮।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୋଟ ୧୦୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏନେଇ ଭାଜପା ଓ୍ବେବସାଇଟ୍ରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି।…
Read More...
Read More...