banner
Breaking

୩୦ ନମ୍ବର ଜୋନ ଜିଳ୍ଲା ପରିଷଦ ବିଜେଡି ପ୍ରାର୍ଥୀନୀ ବବିତା ରାଉତଙ୍କ ନାମାଙ୍କନ ପତ୍ର ଦାଖଲ

0

ଭୁବନେଶ୍ୱର,୨୧/୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବହୁ ଚର୍ଚ୍ଚିତ ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି ପ୍ରାର୍ଥୀନୀ ଭାବେ ବବିତା ରାଉତ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ମୁନା ଖା, ସୁବାଷ ପାତ୍ର, କୁନାଲ ରାଉତ, ବିରେନ୍ଦ୍ର ଜେନା ଓ ଆଇନଜୀବୀ ସମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.