Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଖେଳ
ଭାରତ ଫେରନ୍ତା ଦକ୍ଷିଣ ଆଫ୍ରିକା ଖେଳାଳି କରୋନା ମୁକ୍ତ।
ଜୋହାନ୍ସବର୍ଗ, ୩।୪(ବ୍ୟୁରୋ): ଭାରତରୁ ଅଧା ଅଧୁରା ଦିନିକିଆ ଗସ୍ତ ସାରି ସ୍ବଦେଶ ଫେରିଥିବା ସବୁ ଦକ୍ଷିଣ ଆଫ୍ରିକା କ୍ରିକେଟରମାନେ କୋଭିଡ୍-୧୯ ନେଗେଟିଭ ବୋଲି ଜଣାପଡିଛି। ମୋଟ ଉପରେ ସବୁ ଖେଳାଳି କରୋନା ଭାଇରସ ମୁକ୍ତ ବୋଲି ଦଳର ମୁଖ୍ୟ ମେଡିକାଲ ଅଫିସର ଡଃ ଶୁଇବକ ମାଞ୍ଜରା କହିଛନ୍ତି।…
Read More...
Read More...
ଖେଲୋ ଇଣ୍ଡିଆରେ କିସର ସଫଳତା।
ଭୁବନେଶ୍ବର,୨୯/୨(ଓଡ଼ିଆ ନ୍ୟୁଜ) : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ କିଟ୍ ବିଶ୍ବବିଦ୍ୟାଳୟ ମହିଳା ଦଳ ସ୍ବର୍ଣ୍ଣ ଓ ପୁରୁଷ ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଶୁକ୍ରବାର କିଟ୍ ରଗ୍ବୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମହିଳା ବିଭାଗ ଫାଇନାଲ ମ୍ୟାଚରେ କିଟ୍ ବିଶ୍ବବିଦ୍ୟାଳୟ ୩୨-୭…
Read More...
Read More...
ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।
ମେଲବୋର୍ନ,୨୬।୨(ବ୍ୟୁରୋ): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍ର ସପ୍ତମ ସଂସ୍କରଣରେ ଭାରତ ଆଜି ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ…
Read More...
Read More...
ନବୀନଙ୍କ କୃତିତ୍ବ ପାଇଁ ଓଡିଶାରେ ଖେଲୋ ଇଣ୍ଡିଆ ଉଦଘାଟନ କଲେ ମୋଦି।
କଟକ : କଟକସ୍ଥିତ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କ୍ରୀଡ଼ା…
Read More...
Read More...
ତୃତୀୟ ଦିନିକିଆରେ ଭାରତର ୨୯୬ ରନ। ରାହୁଲଙ୍କ ଦମଦାର ଶତକ
ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୯୬ ରନ୍…
Read More...
Read More...
ଆଜି ଭାରତ ଓ ବା°ଲାଦେଶ ଫାଇନାଲ ମ୍ୟାଚ।
ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚରେ ଆଜି(ରବିବାର) ଭାରତ-ବାଂଲାଦେଶ ମୁହାଁମୁହିଁ ହେବେ। ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଟିମକୁ ଏକତରଫା ଭାବେ ପରାସ୍ତ କରି ଭାରତର ମନୋବଳ ଦୃଢ ରହିଛି। ଏହି ଫାଇନାଲ ମ୍ୟାଚକୁ ଜିତିଲେ…
Read More...
Read More...
ଦିନିକିଆ ସିରୀଜ ହାରିଲା ଭାରତ।
ଅକ୍ଲାଣ୍ଡ, ୮।୨(ବ୍ୟୁରୋ): ନ୍ୟୁଜିଲାଣ୍ଡ ମାଟିରେ ଦିନିକିଆ ସିରିଜ ହାତଛଡ଼ା କରିଛି ଭାରତ। ଦ୍ବିତୀୟ ଦିନିକିଆରେ ୨୭୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ୨୫୧ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ପ୍ରଥମ ୨ଟି ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ…
Read More...
Read More...
ପୁଣି ସୁପର ଓଭରରେ ଜିତିଲା ଭାରତ।
ନ୍ୟୁଜିଲାଣ୍ଡ : ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଟ୍ବେଣ୍ଟି-୨୦ ସିରିଜରେ ପୁଣିଥରେ ଚତୁର୍ଥ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଥିଲା। ଏହି ସୁପର ଓଭରରେ ଭାରତ ବାଜିମାରିବାସହ କ୍ରମାଗତ ୪ଟି ମ୍ୟାଚ ଜିତି ବିଜୟ ଧାରା ବଜାଇ ରଖିଛି। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି…
Read More...
Read More...
ସୁପର ଓଭରରେ ଭାରତର ଚମତ୍କାର ବିଜୟ ସହିତ ଟି୨୦ ସିରିଜ।
ହାମିଲଟନ,୨୯।୧(ଓଡ଼ିଆ ନ୍ୟୁଜ) ହାମିଲଟନ ଠାରେ ବୁଧବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ତୃତୀୟ ଟି୨୦ ମ୍ୟାଚ୍କୁ ସୁପର ଓଭରରେ ଛକା ମାରି ଓପନର ରୋହିତ ଶର୍ମା ଭାରତୀୟ ଦଳକୁ ଜିତାଇ ଦେଇଛନ୍ତି। ମ୍ୟାଚଟି ଟାଇ ହେବାପରେ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ପକ୍ଷରୁ କେନ…
Read More...
Read More...
ଜାହିର ଖାନଙ୍କୁ ପଦ୍ମଶ୍ରୀ ପୁରସ୍କାର।
ନୂଆଦିଲ୍ଲୀ,:- ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଦେଶର ସବୁଠୁ ସଫଳତମ ବାମହାତୀ ବୋଲର। ସେ ୨୦୧୧ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର…
Read More...
Read More...