Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଖେଳ
ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହେଲା ହକି ଗାଙ୍ଗପୁର।
ସୁନ୍ଦରଗଡ,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶାର ନାମିଦାମୀ ହକି ଅଲମ୍ପିୟାଡ଼ ଓ ଆନ୍ତର୍ଜାତିୟ ଖେଳାଳୀଙ୍କୁ ନେଇ ୨୦୧୩ ମସିହାରେ ଗଠିତ ହୋଇଥିଲା ହକି ଗାଙ୍ଗପୁର ମୁଖ୍ୟ ଉଦେଶ୍ୟ ଥିଲା ହକିର ବିକାଶ ଓ ଅଧିକରୁ ଅଧିକ ହକି ଖେଳାଳୀ କିପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକି ଖେଳିପାରିବେ।ପ୍ରଥମେ…
Read More...
Read More...
ସୁସ୍ଥ ସମାଜ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ ଆୟୋଜିତ।
ରାଉରକେଲା,୧୩/୯(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଉରକେଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଘଟନ ଓ କ୍ରୀଡା ଉନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ ହୋଇଯାଇଛି।
ଆଜି ସ୍ଥାନୀୟ ସେକ୍ଟର-୧୪…
Read More...
Read More...
ରାଜସ୍ଥାନ ରୟାଲ୍ସର ଷ୍ଟଣ୍ଟ ଜରିଆରେ ଜର୍ସି ଉନ୍ମୋଚନ।
ଦୁବାଇ, ୧୧ା୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ସ୍କାଏ-ଡାଇଭିଂ ଷ୍ଟଣ୍ଟ୍ ଜରିଆରେ ଏକ ଅଭିନବ ଢଙ୍ଗରେ ଏହାର ଜର୍ସି ଉନ୍ମୋଚନ କରିଛି। ଦୁବାଇ ସମୁଦ୍ର ବେଳାଭୂମିରେ ରହିଛି ଏକମାତ୍ର ରିସୋର୍ଟ ରୟାଲ ମିରେଜ୍। ସକାଳବେଳାର ମନୋମୁଗ୍ଧକର ପରିବେଶରେ…
Read More...
Read More...
ଜାତୀୟ କ୍ରୀଡ଼ା ଦିବସରେ ମେଜର ଧ୍ୟାନ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୨୯/୮(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ହକି ଷ୍ଟିକର ଯାଦୁ କେବେବି ଭୁଲି ହେବ ନାହିଁ।
ପ୍ରତିବର୍ଷ ଅଗଷ୍ଟ…
Read More...
Read More...
ଅର୍ଜୁନ ପୁରସ୍କାର ପାଇଁ ଦୂତୀଙ୍କ ନାମ ସୁପାରିଶ।
ଭୁବନେଶ୍ୱର, ୧୯।୮(ଓଡ଼ିଆ ନ୍ୟୁଜ):ଓଡ଼ିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଗଠିତ ଚୟନ କମିଟି ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଥିବା ୨୯ ଜଣିଆ ଆଥଲେଟ୍ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ପୂର୍ବରୁ ଓଡ଼ିଶାର ୮ ଖେଳାଳି ଅର୍ଜୁନ…
Read More...
Read More...
ସ୍ବାଧୀନତା ଦିବସରେ କ୍ରିକେଟରୁ ଅବସର ନେଲେ ଧୋନୀ।
ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଧୋନୀ ଅବସର ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଭଲପାଇବା ଓ ସମର୍ଥନ ଯୋଗୁ…
Read More...
Read More...
ରାଜୀବଗାନ୍ଧୀ ଖେଲରତ୍ନ ପୁରସ୍କାର ପାଇଁ ରୋହିତ ଶର୍ମା ମନୋନୀତ।
ଦିଲ୍ଲୀ,୩୦/୫(ଓଡ଼ିଆ ନ୍ୟୂଜ) : କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଜି କ୍ରିକେଟର ରୋହିତ ଶର୍ମାଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଲ ରତ୍ନ ପୁରସ୍କାର ୨୦୨୦ ପାଇଁ ମନୋନୀତ କରିଛି। ସେହିପରି ବିସିସିଆଇ ଇଶାନ୍ତ ଶର୍ମା, ଶିଖର ଧୱନ ଏବଂ ଦୀପ୍ତି ଶର୍ମାଙ୍କୁ ଅର୍ଜୁନ…
Read More...
Read More...
ହକିଇଣ୍ଡିଆ ଅନଲାଇନ ପ୍ରଶିକ୍ଷଣ ରେ ଓଡିଶାରୁ ଏକମାତ୍ର କ୍ରୀଡା ସାମ୍ବାଦିକ ସୁଶାନ୍ତ।
ଭୁବନେଶ୍ୱର ,୧୭/୫(ଓଡ଼ିଆ ନ୍ୟୁଜ): ପ୍ରଥମ ଥର ପାଇଁ ହକିଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡା ସାମ୍ବାଦିକ ମାନଙ୍କ ପାଇଁ ଅନ ଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମ ର ବ୍ୟବସ୍ଥା କରାଯାଇଥିଲା ଏଥିରେ ୧୧ ଜଣ କ୍ରୀଡା ସାମ୍ବାଦିକ ସଫଳତା ର ପାଠ୍ୟ କ୍ରମ କୁ ଶେଷ କରିଥିଲେ।ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ…
Read More...
Read More...
ବଢିପାରେ ଲକଡାଉନ୍ ଅବଧି।
ନୂଆଦିଲ୍ଲୀ,୨୭/୪(ବ୍ୟୁରୋ) : କରୋନା ସମସ୍ୟା ଏହାର ମୁକାବିଲା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରଛନ୍ତି। ଗତ ମାସରେ ଳକଡାଉନ ଘୋଷଣା ହେବା ପରଠାରୁ ଏହା ହେଉଛି…
Read More...
Read More...
ଟି ୨୦ ବିଶ୍ବକପ୍ ନେଇ ଅନିଶ୍ଚିତତା।
ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ବ୍ୟୁରୋ): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ…
Read More...
Read More...