Breaking
ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟିଭୁବନେଶ୍ୱରରେ ହେବ ବଡ଼ ଡାଣ୍ଡିଆ ଉତ୍ସବ — ଜଶ୍ନେ ଡାଣ୍ଡିଆ
Browsing Category
ଜୀବନ ଚର୍ଯ୍ୟା
ସାମ୍ବାଦିକଙ୍କ ଅକାଳ ବିୟୋଗ।
ବାଙ୍କୀ,୧୩/୧୦(ଓଡ଼ିଆ ନ୍ୟ): ବୈଦ୍ୟୁତିକ ଗଣମାଧ୍ୟମ ଜି.ଓଡିଶାର ବାଙ୍କୀ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପରିଡା(୪୬)ଙ୍କର ହୃଦ୍ଘାତରେ ସୋମବାର ଦିନ ପରଲୋକ ହୋଇଯାଇଛି। ସେ ଜଣେ ନିର୍ଭିକ, ସଚ୍ଚୋଟ୍ଟ, ସତ୍ୟନିଷ୍ଠ ଓ କର୍ତ୍ତବ୍ୟ ପରାୟଣ ସାମ୍ବାଦିକ ଭାବରେ ସବୁରି ପ୍ରିୟ ଥିଲେ। ତାଙ୍କର ଶରୀର…
Read More...
Read More...
ଖାଲି ଶିକ୍ଷା ସାମନ୍ତ ନୁହନ୍ତି ଦରଦୀ ସାମନ୍ତ ଅଚ୍ୟୁତ।
ଭୁବନେଶ୍ୱର : ଖାଲି ଶିକ୍ଷା ସାମନ୍ତ ନୁହନ୍ତି ସେ ଦରଦୀ ସାମନ୍ତ ଅଚ୍ୟୁତ। ଶିକ୍ଷା କ୍ଷେତ୍ରରେ ନିଜର ବିସ୍ତାର ହୃଦୟ ପ୍ରତିପାଦିତ କରିଥିବା ବେଳେ ଏବେ ଅସହାୟ ମାନଙ୍କର ଦରଦୀ ବନ୍ଧୁ ପାଲଟିଛନ୍ତି କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ। ଦୁଇ ମହିଳା ଖେଳାଳିଙ୍କୁ ମଙ୍ଗଳବାର…
Read More...
Read More...
କମଳାକାନ୍ତ ସାମଲଙ୍କ ଅକାଳ ବିୟୋଗ। ଆବାସିକ ସଙ୍ଘ ପକ୍ଷରୁ ଶୋକସଭା।
ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ କମଳାକାନ୍ତ ସାମଲଙ୍କ ହୃଦଘାତରେ ଆକାଳ ବିୟୋଗ ଘଟିଛି। ୫୮ ବର୍ଷ ବୟସରେ ସେ ପ୍ରିୟଜନଙ୍କୁ ଛାଡି ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ମିଷ୍ଟଭାସୀ,ପରୋପକାରୀ, କର୍ମଠ ଓ ଦକ୍ଷ ସ°ଗଠକ ଥିଲେ।…
Read More...
Read More...
ଭାଗବତ ପ୍ରସାଦ ନନ୍ଦଙ୍କ ଅମ୍ଳାନ ସ୍ମୃତିରେ।
ଭୁବନେଶ୍ୱର, ୨୫.୯ : ଶ୍ରୀ ଭାଗବତ ପ୍ରସାଦ ନନ୍ଦ (ସମ୍ବଲପୁର) ୮୩ ବର୍ଷ ବୟସରେ ଗତ ୨୪ ତାରିଖରେ ଚାଲିଗଲେ । ସମ୍ବଲପୁର ଅଞ୍ଚଳର ସମସ୍ତ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ସଂଗ୍ରାମରେ ସେ ଆଗରେ ରହୁଥିଲେ ଓ ସାଇକେଲ୍ ଚଢି ପହଞ୍ଚି ଯାଉଥିଲେ । ଗର୍ବ, ଈର୍ଷା, ପରଶ୍ରୀକାତରତା ଠାରୁ ସେ ଥିଲେ…
Read More...
Read More...
ସମାଜସେବୀ ପ୍ରତାପ ସାହୁ ଗୁରୁତର।
ଭୁବନେଶ୍ୱର,୨୫/୯(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଜଣାଶୁଣା ବିଶିଷ୍ଟ ସମାଜସେବୀ ପ୍ରତାପ ସାହୁ ଗୁରୁତର । ମହାବାତ୍ୟା ଫନୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ୨୪ ଘଣ୍ଟା ଲୋକଙ୍କ ପାଖରେ ଛିଡ଼ା ହୋଇ ସେମାନଙ୍କୁ ସହଯୋଗର ହାତ ବଢାଇଥିବା ଓ ମହାମାରୀ କରୋନା ସମୟରେ ଦୀଘ ୭ ମାସ…
Read More...
Read More...
ସାହାସୀ ଝିଅ ସୀମା-ରିମାଙ୍କୁ ସମ୍ବର୍ଦ୍ଧିତ କରିବ ଆର୍ଯ୍ୟସମାଜ।
ଭୁବନେଶ୍ୱର,୧୯/୯(ଓଡ଼ିଆ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଯାଉଥିବା ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ, ଅଦମ୍ୟ ସାହାସିକତା ଦେଖାଇଥିବା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ, ଅମୃତମଣୋହି ପଞ୍ଚାୟତ ନୂଆଡ଼ିହା ଗ୍ରାମର ହିମାଦ୍ରୀ ପାତ୍ରଙ୍କ ଦୁଇଝିଅ ରିମା ଓ ସୀମାଙ୍କୁ…
Read More...
Read More...
କରୋନା ଯୁଦ୍ଧରେ ହାରିଗଲେ ମହାଯୋଦ୍ଧା।
ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): କରୋନା ଯୁଦ୍ଧରେ ଆଜି ହାରିଗଲେ ମୋହାଯୋଦ୍ଧା। ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଶିଶିର । ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ…
Read More...
Read More...
ସ୍ୱାମୀ ଅଗ୍ନିବେଶ ଥିଲେ ଜଣେ କ୍ରାନ୍ତିକାରୀ ସନ୍ନ୍ୟାସୀ। ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା, ଆର୍ଯ୍ୟସମାଜ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ, ସଂସ୍କାରବାଦୀ ସନ୍ନ୍ୟାସୀ ସ୍ୱାମୀ ଅଗ୍ନିବେଶଙ୍କ ଉଦ୍ଦେଶ୍ୟରେ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡ଼ିଓ ଆପ ଯୋଗେ ସଭାପତି ଆର୍ଯ୍ୟକୁମାର…
Read More...
Read More...
ସଫଳ ଜୋଡିଙ୍କ ଅସଫଳ ପ୍ରେମ କାହାଣୀ।
ଭୁବନେଶ୍ୱର,୬/୯:- ସମ୍ଥିଙ୍ଗ ସମ୍ଥିଙ୍ଗ, ହାତ ଧରି ଚାଲୁଥା, ଗପ ହେଲେବି ସତ, ସୁନା ଚଢ଼େଇ ମୋ ରୁପା ଚଢ଼େଇ, କେହି ଜଣେ ଭଲ ଲାଗେରେ, ଗୋଟେ ଶୁଆ ଗୋଟେ ଶାରୀ, ଆମ ଭିତରେ କିଛି ଅଛି କି, ବାଳୁଙ୍ଗା ଟୋକା ପରି ଏକାଧିକ ସଫଳ ଚିତ୍ରର ସଫଳ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ। ଏହି ଯୋଡ଼ିର ପ୍ରଥମ…
Read More...
Read More...
ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ କରୋନା।
ଭୁବନେଶ୍ୱର, ୧ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବିଜେଡ଼ି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ…
Read More...
Read More...