banner
Breaking
Browsing Category

ଦେଶ ବିଦେଶ

ମୋଦୀଙ୍କୁ ପ୍ରଶ°ସା କଲେ ସାମାଜିକ କର୍ମୀ।

ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଏବେ ପ୍ରଶଂସା କରୁଛନ୍ତି କେତେଜଣ ସମାଜିକ କର୍ମୀ। ସେମାନେ କହିଛନ୍ତି କରୋନା ସଂକ୍ରମଣକୁ…
Read More...

ଘରଭଡା କୋହଳ କରିବେ ମାଲିକ। ବେସରକାରୀ ସ°ସ୍ଥା ମଜୁରୀ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ।

ନୂଆଦିଲ୍ଲୀ,୩୦ା୩: କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ମଜୁରି ପ୍ରଦାନ କରିବେ। ସେମାନଙ୍କ ଦରମାରୁ କାଟଛାଣ୍ଟ କରିବା…
Read More...

କରୋନା ପାଇଁ ଚିକିତ୍ସା ବିଜ୍ଞାନରେ ଭାରତକୁ ବଡ ସଫଳତା।

ପୁଣେ : କରୋନା ଭୁତାଣୁ ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି।ଏଥିରୁ ନିସ୍ତାର ପାଇବା ପାଇଁ ସବୁ ଦେଶ ପ୍ରଚେଷ୍ଟା ଜାରି ରଖିଛନ୍ତି।କିନ୍ତୁ ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା ମିଳିଛି। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି…
Read More...

ଆମେରିକା ସ°କ୍ରମଣରେ ଚୀନକୁ ଟପିଲା। ଭୟଙ୍କର ହେଉଛି କରୋନା

ନୂଆଦିଲ୍ଲୀ : ୟୁରୋପ ଏବେ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳୀ ପାଲଟିଛି। ୟୁରୋପରେ ଇଟାଲି ଓ ସ୍ପେନରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି। ଇଟାଲୀରେ ଗୋଟିଏ ଦିନରେ ୧୦୦୦ ଜଣଙ୍କର ମୃତ୍ୟୁ ହୋଇଛି, ଯାହାକି କରୋନା ମୃତ୍ୟୁସଂଖ୍ୟାର ଏହା ଦିନିକିଆ ସର୍ବାଧିକ ରେକର୍ଡ ବୋଲି କୁହାଯାଉଛି।…
Read More...

ଭାରତ ତୃତୀୟ ଷ୍ଟେଜ ଆଡକୁ ଗତିକରୁଛି ତେଣୁ ସତର୍କ ରୁହନ୍ତୁ,ଘରେ ରୁହନ୍ତୁ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍‌ରୁ ତୃତୀୟ ଷ୍ଟେଜ୍‌ ଆଡ଼କୁ ଯାଉଥିବା କୁହାଯାଉଛି। ଗତ ୧୮ ଦିନ ମଧ୍ୟରେ ଦେଶରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।…
Read More...

ତିନିମାସ ଇଏମଆଇ କୋହଳ କରିବାକୁ ଆରବିଆଇର ବ୍ୟାଙ୍କ ମାନଙ୍କୁ ନିର୍ଦ୍ଦେଶ।

ମୁମ୍ବଇ ,(ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶ ଏକଜୁଟ ହୋଇଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ ତା’ର ଭୂମିକା ସ୍ପଷ୍ଟ କରିଛି। କରୋନା ଯୋଗୁ ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ବଡ଼…
Read More...

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା। କେଉଁ ମାନେ କଣ ପାଇବେ ପଢନ୍ତୁ।

ନୂଆଦିଲ୍ଲୀ, ୨୬/୩ (ଓଡ଼ିଆ ନ୍ୟୁଜ) : ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା। ଦୋହଲାଇ ଦେଇଛି ଆର୍ଥିକ ମାନଦଣ୍ଡ।କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ…
Read More...

ଲକଡାଉନ୍ ମାଧ୍ୟମରେ ୨୧ ଦିନ ଯୁଦ୍ଧର ଡାକରା ଦେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀର ଜନସାଧାରଣଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ବାରଣାସୀର ସାଂସଦ ଭାବେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ସେ ସେମାନଙ୍କ ଗହଣରେ ରହିବା କଥା। ମାତ୍ର…
Read More...

ଅପ୍ରେଲ ୧୪ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ।

ନୂଆଦିଲ୍ଲୀ, ୨୫/୩ : କରୋନା ବା କୋଭିଡ-୧୯ ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ପକ୍ଷରୁ ଆସନ୍ତା ଏପ୍ରିଲ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ମେଲ୍, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ,…
Read More...

ଆକ୍ରାନ୍ତଙ୍କ ସ°ଖ୍ୟା ୩୦୦ ଛୁଇଁଲା। ଅଧିକ ସଚେତନ ରୁହନ୍ତୁ।

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ଭାଇରସ ବଢ଼ିବାରେ ଲାଗିଛି। ଆମମାନଙ୍କୁ ଆହୁରି ଅଧିକରୁ ଅଧିକ ସଚେତନ ହେବାକୁ ପଡିବ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯…
Read More...