banner
Breaking

ଭାରତ ତୃତୀୟ ଷ୍ଟେଜ ଆଡକୁ ଗତିକରୁଛି ତେଣୁ ସତର୍କ ରୁହନ୍ତୁ,ଘରେ ରୁହନ୍ତୁ

0

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍‌ରୁ ତୃତୀୟ ଷ୍ଟେଜ୍‌ ଆଡ଼କୁ ଯାଉଥିବା କୁହାଯାଉଛି। ଗତ ୧୮ ଦିନ ମଧ୍ୟରେ ଦେଶରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୪ରେ ପହଞ୍ଚିଛି। କେରଳରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ଶନିବାର ଘଟିଛି। ଏଠାରେ କରୋନା ସଂକ୍ରମିତ ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି।

Khansweb Solution Bhubaneswar

Leave A Reply

Your email address will not be published.