banner
Breaking
Browsing Category

ଦେଶ ବିଦେଶ

ଚୀନକୁ ଫେରିଲା କରୋନା, ଦିନକରେ ୬୩ ନୂଆ ଆକ୍ରାନ୍ତ

ବେଜିଂ: ଏପ୍ରିଲ ଶେଷ ଆଡକୁ ଚୀନକୁ ପୁଣି ଥରେ କରୋନା ଭୂତାଣୁ ଫେରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ। ଏହା ପରେ ପ୍ରଥମ କରି ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଅନ୍ୟ ୬୧ ଜଣ ବିଦେଶରୁ ଫେରିଥିବା ଚୀନ ନାଗରିକ…
Read More...

ହାଇଡ୍ରୋକ୍ସି କ୍ଲୋରୋକୁଇନ ଔଷଧ ରପ୍ତାନୀ ପାଇଁ ମୋଦୀଙ୍କୁ ଟ୍ରମ୍ପଙ୍କ ନିବେଦନ

ଆମେରିକା : ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନୀ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନିବେଦନ କରିଛନ୍ତି। ଏଥିନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶନିବାର ପୂର୍ବାହ୍ଣରେ ଫୋନ ଯୋଗେ ଆଲୋଚନା କାରିଥିବା ଟ୍ରମ୍ପ ହ୍ବାଇଟହାଉସଠାରେ ସୂଚନା…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଲେ ଆୟୁଷ ମନ୍ତ୍ରଣାଳୟ।

ଦିଲ୍ଲୀ, ୫/୪ : ଭାରତୀୟ ଆର୍ୟୁବେଦ ଓ ବିଭିନ୍ନ ବିଜ୍ଞାନଧର୍ମୀ ପ୍ରକାଶନକୁ ଭିତ୍ତି କରି ଆୟୁଷ ମନ୍ତ୍ରଣାଳୟ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଓ ସେମାନଙ୍କୁ ପ୍ରତିଷେଧକ ମୂଳକ ପଦକ୍ଷେପ ଅବଲମ୍ବନ କରିବା ପାଇଁ କେତେକ ପରାମର୍ଶ ଦେଇଛନ୍ତି । ବିଶେଷ କରି କୋଭିଡ୍‍ -୧୯…
Read More...

ଲକଡାଉନ୍ ବଳରେ କରୋନାକୁ ରୋକିବାରେ ଭାରତ ସଫଳ। କେନ୍ଦ୍ର ଯୁଗ୍ମ ସଚିବ

ଦିଲ୍ଲୀ, ୫/୪(ବ୍ୟୁରୋ) : ଭାରତରେ କୋଭିଡ୍‍-୧୯ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଥିଲା ବେଳେ ଏହି ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ କହିଛନ୍ତି। ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି.ଏସ୍‍.…
Read More...

ଆଜି ଚାଇନା ପାଳିବ ଶୋକ ଦିବସ।

ବେଜିଂ,୩।୪: ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ସେଠାରେ ତାଣ୍ଡବ ରଚିଥିଲା। ଏହି କରୋନା ଭାଇବେଜିଂରସ ସଂକ୍ରମଣରେ ଚାଇନାରେ ୩ ମାସ ମଧ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୮୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ଏହି କରୋନାରେ ମୃତ୍ୟୁ…
Read More...

ଭାରତରେ କରୋନା ଅପଡେଟ୍।

ନୂଆଦିଲ୍ଲୀ,୩/୪- କରୋନା ଭୂତାଣୁ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୮୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୧୫୬ ଜଣ…
Read More...

ଆଟୋ ଓ ଟ୍ୟାକ୍ସି ଚାଳକଙ୍କୁ ମିଳିବ ପାଞ୍ଚ ହଜାର।

ନୂଆଦିଲ୍ଲୀ,୨/୪: ଅଟୋ-ଟ୍ୟାକ୍ସି ଓ ଇ-ରିକ୍ସା ଚଳାଉଥିବା ଲୋକଙ୍କୁ ୫- ହଜାର ଟଙ୍କାର ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ତାଙ୍କ ପାଖକୁ ଲଗାତାର ଅଟୋ-ଟ୍ୟାକ୍ସି ଓ ରିକ୍ସା ଚାଳକଙ୍କଠାରୁ କଲ୍ ଆସୁଛି । କରୋନା ଭାଇରସ୍ ଓ…
Read More...

ଭାରତରେ କରୋନା ମୃତ୍ୟୁ ହାର କମ୍ ରହିବ।

ନୂଆଦିଲ୍ଲୀ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ…
Read More...

ଜୁନ ୩୦ ଯାଏ ବଢିଲା ଗାଡି କାଗଜପତ୍ର ନବୀକରଣ ଅବଧି।

ଭୁବନେଶ୍ୱର, ୩୧ା୩(ଓଡ଼ିଆ ନ୍ୟୁଜ): କରୋନା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବୃଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ଏବେ ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ୍ ଯାଏଁ ବୈଧ ରହିବ । ଫିଟନେସ୍, ଡିଏଲ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ…
Read More...

ଲକଡାଉନ୍ ବଳରେ ଆମେ କରୋନାକୁ ଦୁରେଇ ଦେଇପାରିବା।

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମଣ ହାର ହ୍ରାସ ପାଇଛି। ଯଦି ଏହାକୁ ବଳବତ୍ତର ରଖାଯାଏ ତାହେଲେ ଆମେ କରୋନା ମୁକ୍ତ ହୋଇପାରିବା। ଗତ ୪ ଦିନର ତଥ୍ୟକୁ ଧ୍ୟାନ ଦେଲେ ଏହା ଜଣାପଡ଼ୁଛି। ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଥିଲେ ହେଁ ଦୈନିକ ସଂକ୍ରମଣ ହାର କମିଛି। ୨୫…
Read More...