banner
Breaking
Browsing Category

ଦେଶ ବିଦେଶ

ରୁଷ ବହାରକଲା ଦ୍ବିତୀୟ କରୋନା ଟୀକା।

ମସ୍କୋ- ବିଶ୍ୱର ପ୍ରଥମ ଦେଶ ଭାବେ ରୁଷ୍‌ ସ୍ପୁଟୋନିକ ଭି ନାମକ କରୋନା ଟିକା ଲଞ୍ଚ କରିଛି । ଏବେ ସାଧାରଣ ଲୋକଙ୍କ ପାଇଁ ଏହି ଟିକା ଉପଲବ୍ଧ । ଏବେ ରୁଷ୍ ଦ୍ୱିତୀୟ କରୋନା ଟିକା ଲଞ୍ଚ୍‌ କରିବା ପାଇଁ ଯାଉଛି। ପ୍ରଥମ ଟିକାର ନାମ ସ୍ପୁଟୋନିକ୍‌ ଭିଥିବା ବେଳେ ଦ୍ୱିତୀୟ ଟିକାର ନାମ ଏପି ଭାକ୍‌…
Read More...

ରାଜେଶ ମହାପାତ୍ରଙ୍କୁ ପ୍ରାଣୀମିତ୍ର ସମ୍ମାନ।

ଭୁବନେଶ୍ୱର, ୬।୧୦(ଓଡ଼ିଆ ନ୍ୟୁଜ): ନନ୍ଦନକାନନର ବାୟୋଲୋଜିଷ୍ଟ ଡ. ରାଜେଶ କୁମାର ମହାପାତ୍ରଙ୍କୁ ଜାତୀୟ ସ୍ତରୀୟ ‘ପ୍ରାଣୀମିତ୍ର’ ସମ୍ମାନ ମିଳିଛି। ସୋମବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ରାଜେଶଙ୍କୁ…
Read More...

ମେଡିସିନ ପାଇଁ ନୋବେଲ ପୁରସ୍କାର ଘୋଷଣା।

ନୂଆଦିଲ୍ଲୀ : ୨୦୨୦ରେ ମେଡିସିନ୍‌ ପାଇଁ ନୋବେଲ ପୁରଷ୍କାର ଘୋଷଣା କରାଯାଇଛି । ନୋବେଲ ପାଇଁ ଯୁଗ୍ମ ଭାବେ ଏକ କାଳୀନ ତିନି ଜଣଙ୍କୁ ଏହି ପୁରଷ୍କାର ଦିଆଯିବା ନେଇ ସ୍ଥିର ହୋଇଛି । ତେବେ ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି, ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ୍ ରାଇସ୍। ନୋବେଲ…
Read More...

ଶୁଟର ଶ୍ରେୟାସୀ ସି° ଭାଜପାରେ।

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ ହୋଇଛନ୍ତି। ରବିବାର ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଦଳର ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ…
Read More...

ଆସନ୍ତା ଜୁଲାଇ ଭିତରେ ୨୫ କୋଟି ଟୀକା ଦିଆଯିବ;ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୪ ।୧୦: ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଆସନ୍ତା ବର୍ଷ ଜୁଲାଇ ମଧ୍ୟରେ ୨୦-୨୫ କୋଟି ଭାରତୀୟଙ୍କୁ କରୋନା ଭ୍ୟାକ୍ସିନ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସେ…
Read More...

ଓଡ଼ିଶା ଓ ଭାରତରେ ଏମଏସ୍‌ପି ବ୍ୟବସ୍ଥା ପୂର୍ବପରି ଅପରିବର୍ତ୍ତିତ ରହିବ। ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା। ଓଡ଼ିଶା ଓ ଭାରତରେ ଏମଏସ୍‌ପି ବ୍ୟବସ୍ଥା ପୂର୍ବପରି ଅପରିବର୍ତ୍ତିତ ରହିବ। ମୋଦି…
Read More...

ବିଶ୍ବରୁ କରୋନା ଯିବାକୁ ଅତିକମରେ ଏକବର୍ଷ ଲାଗିବ।

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ ସମସ୍ତଙ୍କ ନଜର ଏହାର ଭ୍ୟାକ୍ସିନ ବା ଟକା ଉପରେ । ଏହାକୁ ନେଇ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡା. ରଣଦୀପ…
Read More...

ଅକ୍ଟୋବର ୧ରୁ ବଦଳିଲା ଏହିସବୁ ନିୟମ।

ନୂଆଦିଲ୍ଲୀ,୧/୧୦(ଓଡ଼ିଆ ନ୍ୟୁଜ): ଅକ୍ଟୋବର ଆରମ୍ଭରେ ଅନେକ ପରିବର୍ତ୍ତନ ଆସିଛି | ସାଧାରଣ ଲୋକଙ୍କ ସହ ଜଡିତ ଅନେକ ନିୟମ ଆଜିଠାରୁ ପରିବର୍ତ୍ତନ ହେବ |  କେତେକ କ୍ଷେତ୍ରରେ ଲୋକଙ୍କୁ ସୁବିଧା ମିଳିବ ଓ କିଛି କ୍ଷେତ୍ରରେ ପକେଟ୍ ଢ଼ିଲା କରିବାକୁ ପଡ଼ିବ । ଆଜିଠାରୁ ଏକ ସରକାରୀ ଚାଳିତ ୱେବ୍…
Read More...

ଏଣିକି କମ୍ ଖର୍ଚ୍ଚରେ କରୋନା ପରୀକ୍ଷା।

ଭୁବନେଶ୍ୱର:- ଏଣିକି କମ୍‌ ଖର୍ଚ୍ଚରେ କରୋନା ପରୀକ୍ଷା ହୋଇପାରିବ। ପୁଣି ସ୍ବଳ୍ପ ସମୟରେ ରିପୋର୍ଟ ଜାଣିହେବ। ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍‌ ସିଆର୍‌ଆଇଏସ୍‌ପିଆର୍‌ (କ୍ଲଷ୍ଟରଡ ରେଗୁଲାରୀ ଇଣ୍ଟରସ୍ପେସ୍‌ଡ ଶର୍ଟ ପାଲିନ୍‌ଡ୍ରୋମିକ ରିପିଟ୍‌ସ) ଟେଷ୍ଟ କିଟ୍‌ ‘ଫେଲୁଦା’କୁ ଡ୍ରଗ୍ସ କଣ୍ଟ୍ରୋର…
Read More...

କୋଭିଡ-୧୯ ପରିଚାଳନାରେ ଓଡ଼ିଆ ବିଶ୍ବ ମଡେଲ। ପ୍ରଶ°ସା କଲା ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ-ହୁ

ଭୁବନେଶ୍ଵର :- ପ୍ରାକୃତିକ ବିପର୍ଯ୍ୟୟର ଉପଯୁକ୍ତ ମୁକାବିଲା କରି ସଫଳତା ହାସଲ କରିଥିବା ଓଡ଼ିଶା ଏବେ କୋଭିଡ-୧୯ ମହାମାରୀର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛି। କରୋନାର ଦୃଢ଼ ମୁକାବିଲା କ୍ଷେତ୍ରରେ ଓଡ଼ିଶା ମଡେଲକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(‘ହୁ’) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି।…
Read More...