banner
Breaking
Browsing Category

ଦେଶ ବିଦେଶ

ମାଟି ମା’ଠାରୁ ଦୂରରେ ରହିଲେ ବି ପ୍ରବାସୀଙ୍କ ମନରେ ରହିଛି ଭାରତ ପ୍ରତି ଶ୍ରଦ୍ଧା-ସମ୍ମାନ: ମୋଦି

ନୂଆଦିଲ୍ଲୀ,୯।୧: ପ୍ରବାସୀ ଭାରତୀୟମାନେ ମାଟି ମା’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍‌ ସେବା ମନୋଭାବର…
Read More...

ହ୍ବାଟସଆପର ନୂତନ ନିୟମ।

ଭୁବନେଶ୍ୱର, (ବ୍ୟୁରୋ) : ହ୍ଵାଟସଆପରେ ହେବାକୁ ଯାଉଛି ନୂଆ ପରିବର୍ତ୍ତନ। ଫେସବୁକ୍ ମାଲିକାନା ମଲ୍ଟିମିଡ଼ିଆ ମେସେଜିଂ ଆପ୍ ହ୍ବାଟସଆପ୍ ଫେବୃଆରୀ ୮ରୁ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି। ଯାହା ଅନୁଯାୟୀ ହ୍ବାଟସ ଆପ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ପାର୍ଟନର…
Read More...

କରୋନା ଟିକା ସୁରକ୍ଷିତ ପାଇଁ ହେଲା ସ୍ବତନ୍ତ୍ର ବ୍ୟବସ୍ଥା।

ଭୁବନେଶ୍ୱର, (ବ୍ୟୁରୋ) : କରୋନା ମହାମାରୀକୁ ମୂଳପୋଛ କରିବା ଲାଗି ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଓଡ଼ିଶା ଆସିବ। ଏହି ସମୟରେ ଟିକା ବାଟମାରଣା ହେବା ସହିତ ପ୍ୟାକେଟରେ ଖାଲି ଭଏଲ ଆସିପାରେ। ଏମିତିକି ବାଟରେ ଭେଜାଲ ହେବାର ଆଶଙ୍କାକୁ ଏଡାଯାଇ ନପାରେ। ଏସବୁକୁ ଦୃଷ୍ଟିରେ ରଖି…
Read More...

ଜାନୁଆରୀ ୨୯ରୁ ବଜେଟ ଅଧିବେଶନ।

ନୂଆଦିଲ୍ଲୀ : ଚଳିତ  ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ ୨ଟି ଭାଗରେ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ…
Read More...

ଆଗାମୀ ୧୦ ଦିନ ମଧ୍ୟରେ ହେବ ଟୀକାକରଣ।

ନୂଆଦିଲ୍ଲୀ : ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍‌ଆଉଟ୍‌ ହୋଇପାରେ। ଟିକାକୁ ଜାନୁଆରୀ ୩ରେ ମଞ୍ଜୁରୀ…
Read More...

ଦ୍ବିତୀୟ ଭାରତୀୟ ଟୀକାକୁ ମିଳିବ ମଞ୍ଜୁରୀ।

ନୂଆଦିଲ୍ଲୀ,୨/୧(ବ୍ୟୁରୋ) : ପ୍ରଥମ ଭାରତୀୟ ଟୀକାକୁ ମଞ୍ଜୁରୀ ମିଳିଥିବା ବେଳେ ଦେଶକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିପାରେ। ଶନିବାର ଦିନ ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି (SEC) ଭାରତ ବାୟୋଟେକର କରୋନା ଟିକା ‘କୋଭାସିନ୍’ ଉପରେ ଏକ ବୈଠକ କରିବାକୁ ଯାଉଛି। ଏହି ବୈଠକରେ…
Read More...

ସମ୍ବଲପୁରରେ ଆଇଆଇଏମ ନୂତନ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

ସମ୍ବଲପୁର,୨/୧(ଓଡ଼ିଆ ନ୍ୟୁଜ) : ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଆଜି ଶିଳାନ୍ୟାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେଡିର ଶିକ୍ଷାମନ୍ତ୍ରୀ ରମେଶ…
Read More...

ନୂଆବର୍ଷରେ ଭାରତ ପାଇଁ ଖୁସି ଖବର। କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ।

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞଙ୍କ ପ୍ୟାନେଲ ଶୁକ୍ରବାର ଏହି ଭ୍ୟାକ୍‌ସିନକୁ ଜରୁରୀକାଳିନ ଅନୁମତି…
Read More...

ନୂଆବର୍ଷରେ ୬ ରାଜ୍ୟକୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ।

ନୂଆଦିଲ୍ଲୀ,୧ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଭିଡିଓ କନଫରେନସିଂ ଜରିଆରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ନୂଆବର୍ଷରେ ମୋଦିଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚ୍‌ଟିସି…
Read More...

ରାସ୍ତା ଉପରେ ଚାଷୀ। କାଲି ଭାରତ ବନ୍ଦ।

ଭୁବନେଶ୍ବର, ୭/୧୨ - କ୍ଷେତ ଛାଡ଼ି ରାଜପଥରେ ଅନ୍ନଦାତା । ଉତ୍ପାଦିତ ସାମଗ୍ରୀର ବିକ୍ରି, ଉଚିତ ମୂଲ୍ୟ, ମଣ୍ଡି ବ୍ୟବସ୍ଥା ଓ ଅନ୍ୟ ପ୍ରସଙ୍ଗ ନେଇ ଶୀତ କାକରରେ ରାଜପଥରେ ବସିଛି, ସରକାରଙ୍କ ବିରୋଧରେ ଗର୍ଜନ କରୁଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଘରକୁ ଫେରିବ ନାହିଁ ବୋଲି ଶପଥ କରିଛି । …
Read More...