Breaking
ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର – ସିଜିନ-୩’ ପୁରସ୍କାର ବିତରଣ ଉତ୍ସବଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛିଉତ୍କଳ ବିଲ୍ଡର୍ସ ଲିମିଟେଡ଼୍କୁ ଟାଇମ୍ସ ବିଜ୍ନେସ୍ ଆୱାର୍ଡ଼ମଧ୍ୟ ରାତିରେ ହାବେଳି ଖଟିରେ ଲ୍ୟଣ୍ଡଫଲ କଲା ବାତ୍ୟା ଦାନାନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା।
ନୂଆଦିଲ୍ଲୀ,୧/୩(ଓଡ଼ିଆ ନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି।ଏହି ଅବସରରେ ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ ନିରାପଦ ବୋଲି ଶ୍ରୀ ମୋଦୀ…
Read More...
Read More...
ଉହାନ ଲାବ୍ରୋଟାରୀରୁ ବ୍ୟାପି ନାହିଁ କରୋନା- ହୁ
ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍। ଟିମ୍ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ…
Read More...
Read More...
ନୂଆ କୃଷି ଆଇନରେ କଣ ତୃଟି ଅଛି? କୃଷି ମନ୍ତ୍ରୀ
ନୂଆଦିଲ୍ଲୀ, ୫ା୨- ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ ନାହାନ୍ତି ” ବୋଲି ରାଜ୍ୟ ସଭାରେ ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।
ଚାଷୀମାନେ ନୂଆ ଆଇନକୁ ‘ବ୍ଲାକ’ ବୋଲି କହୁଛନ୍ତି।…
Read More...
Read More...
ଆମେରିକା ଠାରୁ ଭାରତ ଆଣିବ ଏଫ୍-୧୬ ଯୁଦ୍ଧ ବିମାନ।
ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର ସମ୍ପର୍କ ସ୍ୱରୂପ ଆମେରିକା ସରକାର ଏଫ୍-୧୫ ଶୃଙ୍ଖଳାର ସବୁଠାରୁ ନୂଆ ମଡେଲକୁ ଭାରତକୁ ଦେବାକୁ ମଞ୍ଜୁରୀ ପ୍ରଦାନ…
Read More...
Read More...
ପେପରଲେସ ବଜେଟରେ କଣ ଶସ୍ତା କଣ ମହଙ୍ଗା ଜାଣନ୍ତୁ।
ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷ ବଜେଟରେ କ’ଣ…
Read More...
Read More...
ଆମେରିକାରେ ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗାକୁ ନିନ୍ଦା କଲେ ମୋଦି
ନୂଆଦିଲ୍ଲୀ,୩୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ଦୋହରାଇଥିଲେ କି ୨୨ ଜାନୁୟାରୀକୁ…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତିର ୩୫ ତମ ବୈଠକ। ନଅଟି ପ୍ରକଳ୍ପ ଓ ୧ଟି ଯୋଜନାର ସମୀକ୍ଷା।
ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ତମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ…
Read More...
Read More...
ଭାରତ ଠାରୁ ଶ୍ରୀଲଙ୍କା ନେବ କରୋନା ଟିକା।
କଲମ୍ବୋ,୨୭।୧: ଭାରତରୁ ୨ରୁ ୩ ମିଲିୟନ ଡୋଜ କରୋନା ଟିକା କିଣିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ପରାମର୍ଶଦାତା ଲଲିଥ ୱିରାଟୁଙ୍ଗା ସୂଚନା ଦେଇଛନ୍ତି। ସେରମ୍ ଇନ୍ଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ ଟିକା କିଣିବ ପାଇଁ ଇଚ୍ଛା ପ୍ରକଟ କରିଛି। ଏଥିପୂର୍ବରୁ ଭାରତ…
Read More...
Read More...
ଚାଷୀ ଆନ୍ଦୋଳନରେ ଫାଟ। ଦୁଇଟି ସ°ଗଠନ ଅଲଗା ହେଲେ।
ନୂଆଦିଲ୍ଲୀ,୨୭ା୧- ଦେଶର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଯୋଗୁ ଚାଷୀ ଆନ୍ଦୋଳନରୁ ଅଲଗା ହୋଇଛନ୍ତି ଦୁଇ ପ୍ରମୁଖ ସଂଗଠନ। ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନ (ବିକେୟୁ) ବୁଧବାର ଚାଷୀ ଆନ୍ଦୋଳନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି।
ହିଂସାର…
Read More...
Read More...
ଫେବୃଆରୀ ୨୮ ପର୍ଯ୍ୟନ୍ତ ବଢିଲା କୋଭିଡ କଟକଣା।
ନୂଆଦିଲ୍ଲୀ୨୭/୧ : କେନ୍ଦ୍ର ସରକାର ଆଜି କୋଭିଡ ୧୯ ନିର୍ଦ୍ଦେଶାବଳୀକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଶେଷ ନିର୍ଦ୍ଦେଶାବଳୀ ଜାନୁଆରୀ ୩୧ରେ ଶେଷ ହେଉଛି। ନୂତନ ନିର୍ଦ୍ଦେଶାବଳୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ…
Read More...
Read More...