banner
Breaking

ପେପରଲେସ ବଜେଟରେ କଣ ଶସ୍ତା କଣ ମହଙ୍ଗା ଜାଣନ୍ତୁ।

0

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷ ବଜେଟରେ କ’ଣ ହୋଇଛି ଶାସ୍ତା ଓ କ’ଣ ହୋଇଛି ମହଙ୍ଗା ଜାଣନ୍ତୁ…..
ମହଙ୍ଗା – ବୈଦୁତିକ ଉପକରଣ, ପେଟ୍ରୋଲ ଓ ଡିଜେଲ , ମୋବାଇଲ ଫୋନ, ମୋବାଇଲ ଚାର୍ଜର,ରତ୍ନ ପଥର, ସୂତା ପୋଷାକ, ବିଦେଶୀ ଖାଦ୍ୟ ତୈଳ, ସୋଲାର ଇନଭର୍ଟର, ଅଟୋ ପାର୍ଟସ ଆଦି।
ଶସ୍ତା – ଲୁହା, ଷ୍ଟିଲ, ନାଇଲନ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର, ସୁନା, ରୁପା, ଚମଡା ଦ୍ରବ୍ୟ ଆଦି।

Khansweb Solution Bhubaneswar

Leave A Reply

Your email address will not be published.