banner
Breaking
Browsing Category

ଦେଶ ବିଦେଶ

କରୋନା ଆଣୁଛି ଆଉ ଏକ ବିପଦ।

ସୁରତ,୭।୫: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି ହୋଇଛି। କରୋନାର ଠିକ ସମୟରେ ଚିକିତ୍ସାର ଅଭାବ ହେତୁ କିଛି ରୋଗୀଙ୍କ ଆଖି ମଧ୍ୟ ବାହାର କରିବାକୁ ପଡୁଛି। କରୋନା ପରେ ରୋଗୀଙ୍କଠାରେ ମ୍ୟୁକୋରମାଇକୋସିସ ହେବାର…
Read More...

ଭାରତରେ ବଢୁଛି କରୋନା ମୃତ୍ୟୁ ସ°ଖ୍ୟା। ପ୍ରତି ଘଣ୍ଟାରେ ଯାଉଛି ୧୫୦ ଜୀବନ।

ନୂଆଦିଲ୍ଲୀ,୭।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ଏବେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି । ଶୁକ୍ରବାର କ୍ରମାଗତ ତୃତୀୟ ଦିନ ପାଇଁ ନୂତନ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ମାର୍କ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪.୧୪ ଲକ୍ଷରୁ…
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍।

ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍‌ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ୬୮ ବର୍ଷୀୟ ଷ୍ଟାଲିନ ପ୍ରଥମ ଥର…
Read More...

ତୃତୀୟ ଲହର ପାଇଁ ସତର୍କ ରହିବାକୁ କେନ୍ଦ୍ରକୁ ପରାମର୍ଶ।

ନୂଆଦିଲ୍ଲୀ,୭ା୫:କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଦେଶରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି। ଦ୍ୱିତୀୟ ଲହର ଶୁକ୍ରବାର ପରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ତୃତୀୟ ଲହର ଆସନ୍ତା ସେପ୍ଟେମ୍ବରରେ ଆସିପାରେବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ…
Read More...

କରୋନାର ନୂଆ ଷ୍ଟେନ ଦ୍ରୁତ ଗତିରେ ସ°କ୍ରମିତ ହେଉଛି।

କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ଦେଶ ବ୍ୟାପୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇଛି। ଏଭଳି ସ୍ଥିତିରେ ଆଉ ଏକ ନୂଆ ମ୍ୟୁଟାଣ୍ଟକୁ ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଏହାର ନାମ ହେଉଛି ‘ଏନ୪୪୦କେ’। ଅନ୍ୟ ଷ୍ଟ୍ରେନଗୁଡ଼ିକ ତୁଳନାରେ ଏହି ନୂଆ…
Read More...

ଦିଲ୍ଲୀରେ ଘରେ ପହଞ୍ଚିବ ଅକ୍ସିଜେନ୍।

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ସଙ୍କଟରେ ସୁଧାର ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା…
Read More...

ପୁଣି ପୃଥିବୀକୁ ମାଡିଆସୁଛି ଆଉ ଏକ ବିପଦ।

ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି। ଏହି ଜଳନ୍ତା ରକେଟ…
Read More...

5G ଟ୍ରାଏଲ ପାଇଁ ଅନୁମତି।

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍‌, ଭୋଡାଫୋନ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମାସେଜ।

ଲକ୍ଷ୍ନୌ,୪।୫: ଉତ୍ତରପ୍ରଦେଶ ପୋଲିସର ହ୍ବାଟସଆପ୍‌ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏହି ମେସେଜ୍‌ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆସିଛି। ଯେଉଁଥିରେ ଲେଖାଯାଇଛି ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ। ପୋଲିସର ଡାୟଲ୍‌ ୧୧୨…
Read More...

କରୋନା ପାଇଁ ବ୍ୟବହୃତ ନକଲି ଇଞ୍ଜେକ୍ସନ୍ କିପରି ଚିହ୍ନିବେ।

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ର ନକଲି କାରବାର ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତେବେ କେଉଁ ରେମ୍‌ଡେସିଭିର୍‌ ଇଞ୍ଜେକଶନ୍‌ ଅସଲି ଏବଂ କିଏ ନକଲି ତାହା ଜାଣିବା ପାଇଁ…
Read More...