banner
Breaking
Browsing Category

ଦେଶ ବିଦେଶ

କରୋନାରେ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା।

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି…
Read More...

ଦ୍ବିତୀୟ ଲହର ନେଲାଣି ୨୪୪ ଡାକ୍ତରଙ୍କ ଜୀବନ।

ନୂଆଦିଲ୍ଲୀ,୧୭।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଇଣ୍ଡିଆନ୍‌ ମେଡ଼ିକାଲ ଆସୋସିଏଶନ ଅନୁସାରେ ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୨୪୪ ଜଣ ଡାକ୍ତରଙ୍କ ଜୀବନ ଯାଇଛି। ସେଥିମଧ୍ୟରେ ୨୮ ଜଣ ମହିଳା ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରେ ୩-୪ ଜଣ…
Read More...

ନୂଆ ଷ୍ଟେନକୁ ରୋକିପାରିବ କୋଭାକ୍ସିନ ଟିକା।

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର ନୂଆ ରୂପ ବିରୋଧରେ ପ୍ରଭାବଶାଳୀ ହେବ କି…
Read More...

ଗଜା ଉପରେ ଆକ୍ରମଣ କଲା ଇସ୍ରାଏଲ।

ଜେରୁଜେଲମ,୧୬/୫ : ହାମାସ୍‍ ଆତଙ୍କି ଆକ୍ରମଣର କଡା ଜବାବ ଦେବାକୁ ଯାଇ ଗାଜା ଅଞ୍ଚଳରେ ଜୋରଦାର ପ୍ରତିଆକ୍ରମଣ କରିଛି ଇସ୍ରାଏଲୀ ସେନା। ଇସ୍ରାଏଲ ଆକ୍ରମଣେ ଗାଜାରେ ଥିବା ଏକ ବହୁତଳ କୋଠା ଧୂଳିସାତ୍‍ ହୋଇଯାଇଛି। ସେହି ୧୩ ମହଲା ବିଶିଷ୍ଟ କୋଠାରେ ଆମେରିକୟ ଖବର ସରବରାହ ସଂସ୍ଥା ଆସୋସିଏଟେଡ…
Read More...

ଟିକା ନେଇଥିବା ବ୍ୟକ୍ତି ୯୭℅ ସୁରକ୍ଷିତ। ଆସିଲା ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ,୧୬/୫ :-କୋଭିଡ ଟିକାକରଣ ପରେ କେବଳ ୦.୦୬% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ଭାବନା ରହିଛି। ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯୭.୩୮% ଏହି ଭୂତାଣୁରୁ ରକ୍ଷା ପାଇପାରିବେ। ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି।…
Read More...

ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ।

ନୂଆଦିଲ୍ଲୀ,୧୬/୫ : ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା…
Read More...

ଅତ୍ୟଧିକ ଷ୍ଟେରଏଡ ଦେବା ଫଳରେ ବଢୁଛି ବ୍ଲାକ ଫଙ୍ଗସ।

ନୂଆଦିଲ୍ଲୀ, ୧୫।୫: ବ୍ଲାକ୍‌ ଫଙ୍ଗସ୍‌ ରୋଗ ହଠାତ୍‌ ବଢ଼ିବା ସହ ଏହା ମୃତ୍ୟୁହାରକୁ ମଧ୍ୟ ବଢ଼ାଇ ଦେଇଛି। ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କରୋନା ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍‌ ଦେବା ବ୍ଲାକ୍‌ ଫଙ୍ଗସ୍‌ର ଅନ୍ୟତମ ମୁଖ୍ୟ କାରଣ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ ଶନିବାର…
Read More...

ଗାଁ ଗାଁ ଘର ଘର ବୁଲି ପରୀକ୍ଷା କରିବାକୁ ପରାମର୍ଶ ଦେଲେ ମୋଦି।

ନୂଆଦିଲ୍ଲୀ, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ଘରକୁ ଘର ଯାଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ସ୍ତରରେ ବିଶେଷ କରି ଅତ୍ୟଧିକ…
Read More...

ରୋଗୀଙ୍କ ଅକ୍ସିଜେନ୍ ମାତ୍ରା ବଢାଇବା ପାଇଁ ଆସିଲା ନୂଆ ଉପାୟ।

ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେ ରଖାଯାଉଛି। କିଛି ଦେଶରେ…
Read More...

ରାଜଧାନୀରେ ଖୋଲିଲା ଅକ୍ସିଜେନ୍ ବ୍ୟାଙ୍କ। ଦୁଇ ଘଣ୍ଟା ଭିତରେ ପହଞ୍ଚିବ ଲୋକଙ୍କ ଘରେ।

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ…
Read More...