banner
Breaking
Browsing Category

ଦେଶ ବିଦେଶ

ଏଥର ଶୀଘ୍ର ମିଳିବ ଓମିକ୍ରନ୍ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ,୧୨ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍‌ର ଟେଷ୍ଟ ଏବେ ସହଜ ହୋଇଯିବ । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଦିବ୍ରୁଗଡରେ ଏହାର ଏକ ଟେଷ୍ଟ କିଟ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଓମିକ୍ରନ୍ ସମ୍ପର୍କରେ ମାତ୍ର ଦୁଇ ଘଣ୍ଟାରେ ଜଣାପଡିଯିବ । ଏବେ…
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସରଯୁ କେନାଲ ଉଦଘାଟିତ

ବଳରାମପୁର,୧୧/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସରଯୁ କେନାଲ ଜାତୀୟ ପ୍ରକଳ୍ପ ଶନିବାର ଉଦଘାଟିତ ହୋଇଯାଇଛି । ୯୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଘାଘରା, ସରଯୁ, ରାପ୍ତି, ବାଣଗଙ୍ଗା ଏବଂ ରୋହିଣି ଆଦି ପାଞ୍ଚଟି…
Read More...

ପୁଣି ୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୦।୧୨: ମହାରାଷ୍ଟ୍ରରେ ୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ଭାରତରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ୭ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ମୁମ୍ବାଇର। ସେମାନଙ୍କ ମଧ୍ୟରେ…
Read More...

୧୭ ତୋପ ସଲାମି ସହ ପଞ୍ଚଭୂତରେ ବିଲୀନ

ନୂଆଦିଲ୍ଲୀ,୧୦ ।୧୨: ପଞ୍ଚଭୂତରେ ବିଲିନ ହୋଇଛି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର । ରାଜଧାନୀ ଦିଲ୍ଲୀର ବରାର ସ୍କୋୟାରରେ ରାଜକୀୟ ଢଙ୍ଗରେ ୧୭ ତୋପ ସଲାମି ସହ ବିଦାୟ ନେଇଛନ୍ତି ଦେଶବାସୀଙ୍କ ପ୍ରିୟ…
Read More...

ଭାରତୀୟ ବାୟୁ ସେନାରେ ସାମିଲ ହେବ ଏଇଏସଏ

ନୂଆଦିଲ୍ଲୀ,୮।୧୨: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ହେବାକୁ ଯାଉଛି। ସ୍ବଦେଶୀ ଭାବେ ବିକଶିତ ରାଡାର – ଆକ୍ଟିଭ ଇଲେକ୍ଟ୍ରୋନିକ ସ୍କାନ (ଏଇଏସ୍‌ଏ)ର ସାମିଲ କରିବା ଲାଗି ବାୟୁସେନା ପ୍ରସ୍ତୁତ ହେଉଛି। ବାୟୁସେନାରେ ରାଡାର ସାମିଲ ହେବା ଦ୍ୱାରା, ଭାରତ ପୃଥିବୀର ଶକ୍ତିଶାଳୀ ଦେଶ ମଧ୍ୟରେ…
Read More...

ବାହାର ରାଜ୍ୟରୁ ଆସିଥିବା ୯୮୨ ଜଣଙ୍କ ମଧ୍ୟରୁ ,,୪ ପଜିଟିଭ

ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ନମୁନା ଜିନମ ସିକ୍ବେନ୍‌ସିଂ ପାଇଁ ପଠାଯାଇଛି । ତେବେ ଏ ନେଇ…
Read More...

ବିନା ଯନ୍ତ୍ରଣାରେ ଇଛା ମୃତ୍ୟୁ ପାଇଁ ଆସିଲା ନୂଆ ଯନ୍ତ୍ର। ମିଳିଲା ସରକାରୀ ଅନୁମୋଦନ

ସୁଇଜରଲାଣ୍ଡ,୮।୧୨: ‘ସୁଇସାଇଡ୍‌ ମେସିନ’ ବ୍ୟବହାରକୁ ୟୁରୋପୀୟ ଦେଶ ସୁଇଜରଲାଣ୍ଡ ସରକାର ଆଇନଗତ ଅନୁମୋଦନ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଏହି ମେସିନ ଛୁଇଁରେ ଯେକୌଣସି ବ୍ୟକ୍ତି ୧ ମିନିଟ ମଧ୍ୟରେ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ। ଏହି…
Read More...

ଖୁସି ଖବର ବାହାରିଲା ଓମିକ୍ରନ୍ ଔଷଧ

ଲଣ୍ଡନ,୭।୧୨: ସାରା ବିଶ୍ୱରେ ଏବେ କରୋନାର ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଛି। ଏବେ ଏହି ଭାରିଆଣ୍ଟ ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ‘ସୋଟ୍ରୋଭିମାବ୍‌’ ନାମକ ଏକ ଔଷଧ ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ଓମିକ୍ରନ ବିରୋଧରେ ସଫଳ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।…
Read More...

୪୭ ଦେଶକୁ ବ୍ୟାପିଲାଣି ଓମିକ୍ରନ୍

ଜୋହାନସବର୍ଗ,୭ ।୧୨: ନଭେମ୍ବର ଶେଷ ସପ୍ତାହରେ ଚିହ୍ନଟ ହାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱକୁ ଅନିଶ୍ଚିତା ଭିତରକୁ ଠେଲି ଦେଇଥିବା ବେଳେ ସବୁଠି ଭୟର ବାତାବରଣ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ସୂଚନା ଅନୁଯାୟୀ, ଓମିକ୍ରନ୍ ଏବେ ସୁଦ୍ଧା…
Read More...

ହୁହୁ ହୋଇ ମାଡୁଛି ଓମିକ୍ରନ୍, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ପ୍ରଥମେ ୨ ଡିସେମ୍ବରରେ ଦେଶରେ ପ୍ରଥମ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ…
Read More...