banner
Breaking
Browsing Category

ବାଣିଜ୍ୟ

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ଆଧୁନିକ ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ । ଏହାର ଦୁଇ ବ୍ରିଟିଶ୍ ବ୍ରାଣ୍ଡ୍‌ର ମିଶ୍ରଣରେ ଏହା ପ୍ରତିପାଦିତ ହେବ । ଏହି ଅବସରରେ ବୋଲେରେ କହିଲେ, ପୃଥିବୀର ଶ୍ରେଷ୍ଠ ଆବଶ୍ୟକ ହେଉଥିବା ବିଳାସପୂର୍ଣ୍ଣ ଯାନ ନିର୍ମାଣ ଏବଂ ସେବା ପ୍ରଦାନ…
Read More...

କରୋନା ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର : କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଛାତ୍ର ସମାଜ…
Read More...

ଡାବର ଇଣ୍ଡିଆ ମହୁ ଏବେ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ

ଭାରତର ଅଗ୍ରଣୀ ଆୟୁର୍ବେଦିକ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ୍ ଆମାଜନ ଇଣ୍ଡିଆ ସହିତ ମିଳିତ ହୋଇଛି । ଏହାଦ୍ୱାରା ଏଣିିକି ଡାବର ଅର୍ଗାନିକ ମହୁ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ ହେବ । ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶ୍ରିତ କରାଯାଇ ନାହିଁ । ଏହା ମହୁମାଛିଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ…
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର।

ଭୁବନେଶ୍ୱର,୫।୨:ଗତ ୭ ଦିନ ହେବ ତେଲ ଦର ବୃଦ୍ଧିରେ ବିରତି ପରେ ଗୁରୁବାର ପୁଣି ଥରେ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୪ ପଇସା ଏବଂ ଡିଜେଲ ୩୭ ପଇସା ବଢ଼ିଥିବା ନଜରକୁ ଆସିଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୮୭.୩୨ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଲାଗି ଲୋକଙ୍କୁ ୮୩.୭୧ ଟଙ୍କା…
Read More...

ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ମହାନ୍ତି।

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ସିଦ୍ଧାର୍ଥଙ୍କ ନିଯୁକ୍ତି ନେଇ ଭାରତ ସରକାର ଗତ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେ ଏହା ପୂର୍ବରୁ ଏଲ୍‌ଆଇସି…
Read More...

କିମ୍‍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର, ୧୬।୧(ଓଡ଼ିଆ ନ୍ୟୁଜ): ଶନିବାର ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ…
Read More...

ନିଷ୍ପତ୍ତି ବଦଳାଇଲା ହ୍ବାଟ୍ସଆପ୍ ।

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ ଅନ୍ୟ ଆପ୍‌ଆଡକୁ ମୁହାଁଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍‌ ଏବେ ନିଜର…
Read More...

କେବଳ ଗୋଟିଏ କଲ୍‌-ଗୋଟିଏ କ୍ଲିକ୍‌ ଘରେ ଜରୁରି ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ

ଭୁବନେଶ୍ବର: ସାମ୍ପ୍ରତିକ କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ। ତାହାପୁଣି ଯେତେ ସଅଳ ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ…
Read More...

ଡିସେମ୍ବର ୧ରୁ ବଦଳିବ ଏଟିଏମ ନିୟମ।

ଭୁବନେଶ୍ୱର,୨୯ା୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଡିସେମ୍ବର ୧ରୁ ଏହାର ଏଟିଏମ୍‌ରୁ ଟଙ୍କା ଉଠାଣ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଉନ୍ନତ ସେବା ଓ ସୁବିଧା ସହ ବିଭିନ୍ନ ପ୍ରକାର ଠକେଇରୁ ସୁରକ୍ଷା ଦେବା ପାଇଁ ଏହି…
Read More...

ମାଇକ୍ରୋସଫ୍ଟ ଆଜୁରା ଏବଂ ଆଜୁରା ଏଆଇ ଦ୍ୱାରା ପୈସା ବଜାର ଡଟ୍ କମ୍‌ର ଋଣ ପ୍ରଦାନ ଅଧିକ ସହଜ ହୋଇଛି

ପୈସା ବଜାର ଡଟ୍ କମ୍ ପକ୍ଷରୁ ଏହାର ପୈସା ବଜାର ଷ୍ଟାକ୍‌ରେ ମାଇକ୍ରୋସଫ୍ଟର ଆଜୁରା ଏବଂ ଆଜୁରା ଏଆଇର ବ୍ୟବହାର କରାଯାଇଛି । ଏହାଦ୍ୱାରା କଂଟାକ୍ଟଲେସ୍ ପ୍ରୋସେସ୍‌ରେ ଋଣ ପ୍ରଦାନ କାର୍ଯ୍ୟ ୩ରୁ୫ ଘଂଟା ମଧ୍ୟରେ ସମ୍ଭବ ହୋଇପାରୁଛି । ଏହି ଷ୍ଟାକ୍ ବିଭିନ୍ନ ଅଂଶୀଦାର ବ୍ୟାଙ୍କ ସହିତ…
Read More...