Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ମହିଳାଙ୍କ ମାଡ଼ରେ ପୁଲିସ ବାବୁଙ୍କ ବୋପା ବାହାଘର ମନେ ପଡିଲା।
ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଖାକିରେ ଦାଗ ତାହା ପୁଣି ସ୍ମାର୍ଟ ସିଟିରେ। ହେଲେ କଣ ହେବ ସ୍ମାର୍ଟ ମହିଳାଙ୍କ କି ମାଡ । ଏକାଥର ବୋପା ବାହାଘର ମନେପଡି ଯାଇଥିବ ପୁଅର। ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ…
Read More...
Read More...
ବାଙ୍କୀରେ ଦୁଇ ଜଣଙ୍କୁ ହତ୍ଯା।
ବାଙ୍କୀ, ୧୫ା୨ (ବ୍ୟୁରୋ): କଟକ ଜିଲା ବାଙ୍କୀରେ ଘଟିଛି ଡବଲ ମର୍ଡର। ବରପୁଟ ପଞ୍ଚାୟତର ଜୋକଲାଞ୍ଜି ପ୍ରକଳ୍ପ ନିକଟରେ ସରପଞ୍ଚଙ୍କ ସ୍ବାମୀ ଓ ଜଣେ ସାମ୍ବାଦିକଙ୍କୁ ଶନିବାର ଅପରାହ୍ନରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଖଜୁରିପଦା ନୂଆଗାଁ ପଞ୍ଚାୟତ ସରପଞ୍ଚ ମମତା…
Read More...
Read More...
ଦିନ ଦିପହରରେ ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ଼।
ଭୁବନେଶ୍ୱର,୧୦ ।୨(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
Read More...
Read More...
ଆସନ୍ତାକାଲି ଦିଆଯିବନି ଫାଶୀ।
ନୂଆଦିଲ୍ଲୀ,(ବ୍ୟୁରୋ): ଆସନ୍ତାକାଲି ଦିଆଯିବନି ଫାଶୀ। ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ…
Read More...
Read More...
ରାଜଧାନୀରେ ମଦର ବନ୍ୟା ଛୁଟିଥିବା ବେଳେ ଜବତ ହୋଇଛି ଦେଢ କୋଟିର ବ୍ରାଉନ ସୁଗାର।
ଭୁବନେଶ୍ୱର, ୨୭ା୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ମଦର ବନ୍ୟା ଛୁଟିଥିବା ବେଳେ ବ୍ରାଉନସୁଗାର, ଗଞ୍ଜେଇ ଚୋରାଚାଲାଣ ହେଉଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଗତ ୪ମାସ ମଧ୍ୟରେ ଦେଢ଼ କୋଟିର…
Read More...
Read More...
ରାଜଧାନୀରେ ଲଜ୍ଜା। ୮ ବର୍ଷର ଝିଅକୁ ବଳତ୍କାର।
ଭୁବନେଶ୍ୱର,୨୪ା୧(ବ୍ୟୁରୋ):ରାଜଧାନୀରେ ପୁଣି ଲଜ୍ଜା। ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଥିବା ଏକ ବସ୍ତିରେ ଜଣେ ୮ବର୍ଷର ଶିଶୁ କନ୍ୟାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ…
Read More...
Read More...
ତୁ ଗୁହାରୀ କରିବୁ ଯାହାକୁ। ମୁଁ ଘଇତା କରିଛି ତାହାକୁ।
ଭୁବନେଶ୍ୱର,(ବ୍ୟୁରୋ): ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ।ଏହି ଉକ୍ତିଟି ହେଉଛି ଆମର ଲୋକକଥା ବା ଢଗଢମାଳି । ସାଧାରଣତଃ ଏହି କଥାଟି ଗାଁ ଗହଳିରେ ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହାର ଉଦାହରଣ କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି ବୋଲି କିଛି ମହିଳା ସଙ୍ଗଠନ…
Read More...
Read More...
ମାର୍କେଟ ବିଲଡି° ଭଙ୍ଗାରୁଜା ଘଟଣାର ମାଷ୍ଟର ମାଇଣ୍ଡ ଚିଣ୍ଟୁ ସହିତ ୫ ଗିରଫ।
ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି(୨୪) ଓରଫ ଚିଣ୍ଟୁ ଓ ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ୫…
Read More...
Read More...
ପୁଣି ଲଜ୍ଜା। ୪ ବର୍ଷର ଝିଅ ସହିତ।
ପାରାଦୀପ, ୧୮ା୧(ଵ୍ୟୁରୋ): ପୁଣି ଏକ ଲଜ୍ଜା।ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ସୁରକ୍ଷାରେ କଳଙ୍କ ଲାଗିଛି । ସେଠାରେ ଏକ ସାଢ଼େ…
Read More...
Read More...
ପୁରୀରେ ପୁଣି ଏକ ଗଣଦୁଷ୍କର୍ମ।
ପୁରୀ,୧୫/୧(ଵ୍ୟୁରୋ) :ପୁରୀରେ ପୁଣି ଏକ ଗଣଦୁଷ୍କର୍ମ । ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ…
Read More...
Read More...