Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଅପରାଧ
ବିଧାନସଭା ସମ୍ମୁଖରେ ମା ତଣ୍ଟିରେ ଛୁରୀ ଲଗାଇଲା ପୁଅ।
ଭୁବନେଶ୍ୱର,୧।୧୦(ବ୍ୟୁରୋ): ବିଧାନସଭାର ସୁରକ୍ଷା ବଳୟ ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ତାଙ୍କ ମା’ଙ୍କ ବେକରେ ଛୁରୀ ଲାଗାଇ ହତ୍ୟା ଧମକ ଦେଇଥିଲେ। ପୋଲିସ ଯୁବକଙ୍କ କବଳରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ନାକେଦମ ହୋଇଥିଲା। ପରେ ଉପସ୍ଥିତ ବୁଦ୍ଧି, ଧୈର୍ଯ୍ୟ ଓ…
Read More...
Read More...
ରାଜଧାନୀରେ ପୁଣି ବନ୍ଧୁକ ଦେଖାଇ ଲୁଟ।
ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜଧାନୀରେ ପୁଣି ମାତିଛନ୍ତି ଦୁର୍ବୃତ୍ତ। ସୋମବାର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବରିମୁଣ୍ଡିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ସ୍ପେଶାଲ ସ୍କ୍ବାଡ୍ ପୋଲିସ ଘଟଣାସ୍ଥଳରେ…
Read More...
Read More...
୨୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ।
ଭୁବନେଶ୍ୱର,୨୭ା୯- ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ରବିବାର କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ ଚଢାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…
Read More...
Read More...
ସନ୍ଦେହରେ ଗୁଳିକରି ମାରିଦେଲେ।
ଆର୍.ଉଦୟଗିରି,୨୭ା୯(ବ୍ୟୁରୋ):ଆର୍.ଉଦୟଗିରି ଥାନା ଅବାରସିଂ ପଞ୍ଚାୟତ ଗୁଣ୍ଡୁଲୁ ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଦେଢମାସପରେ ପୋଲିସ ମାଟିତଳୁ ଉଦ୍ଧାର କରିଛି। ଗୁଣିଗାରେଡିକୁ ନେଇ ତାଙ୍କୁ ଅଗଷ୍ଟ ୯ ତାରିଖରେ ଗୁଳିକରି ହତ୍ୟା କରିବା ପରେ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ…
Read More...
Read More...
ଭୁବନେଶ୍ୱରରେ ଜିଗଲୋ(କଲ୍ ବୟ) ରାକେଟ ସକ୍ରିୟ।
ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଯୁବକ ଜିଗଲୋ(କଲ୍ ବୟ) ସାଜି ମହିଳାଙ୍କ ଯୌନ ଲାଳସା ମେଣ୍ଟାଉଛନ୍ତି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଅନ୍ଲାଇନ୍ରେ କାରବାର କରୁଛନ୍ତି। ଏପରି କି ଏଭଳି କାରବାର ରାଜଧାନୀର ବଡ଼ ବଡ଼ ହୋଟେଲରେ ଚାଲୁଥିବା…
Read More...
Read More...
ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।
ଭୁବନେଶ୍ୱର : ତମାଣ୍ଡୋ ଥାନା କଳିଙ୍ଗ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ଭୀମଟାଙ୍ଗୀର ବନ୍ଦନା ଜେନା(୨୫) । ଅନ୍ୟପକ୍ଷରେ ତାଙ୍କୁ ଯୌତୁକ ପାଇଁ ଶ୍ୱଶୁର ଓ ସ୍ୱାମୀ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ୍ ମାମଲା ରୁଜୁ କରି…
Read More...
Read More...
ହୋଟେଲରୁ ସେକ୍ସ ରାକେଟ ଠାବ।
ବାଲେଶ୍ୱର: ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ୱରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଜଣେ ଗ୍ରାହକ, ୨ଜଣ ମହିଳା ଓ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ, ଜଳେଶ୍ବର ସହରରେ ଥିବା…
Read More...
Read More...
ହନୁମାନ ପଇସା ପାଇଁ ଗଣ୍ଡଗୋଳ।
ସୁନ୍ଦରଗଡ଼,୧୭/୦୯(ବ୍ୟୁରୋ): ସୁନ୍ଦରଗଡ଼ ଟାଉନ ଥାନା ପୁଲିସ୍ର ତତ୍ପରତା ଯୋଗୁଁ ହନୁମାନ ପାଇସାକୁ ନେଇ ଅପହୃତ ହୋଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରାଯିବା ପରେ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦ ଜଣକୁ ପୁଲିସ ଗିରଫ କରିଛି ।
ଗତକାଲି ପ୍ରାୟ…
Read More...
Read More...
ମା”କୁ ଶାବଳରେ ପିଟି ମାରିଦେଲେ ଦୁଇ ନାବାଳକ ପୁଅ।
ଭୁବନେଶ୍ୱର,୧୭ା୯(ଓଡ଼ିଆ ନ୍ୟୁଜ): ମା"ର ମମତା ପାଇଁ ଡହଳ ବିକଳ ହୁଅନ୍ତି ପିଲା। କିନ୍ତୁ ସେହି ମା" ସ୍ନେହ ବଦଳରେ ଦେଉଥିଲେ ନିର୍ଯାତନା। ମଦ ଓ ନିଶାରେ ବୁଡ଼ି ରହୁଥିବା ମା’ର ଅତ୍ୟାଚାର ଅସହ୍ୟ ହେବାରୁ ଦୁଇ ନାବାଳକ ପୁଅ ନିଷ୍ଠୁର ହୋଇପଡ଼ିଥିଲେ। ଶେଷରେ ଘର ଭିତରେ ଶାବଳରେ ପିଟି ମା’ଙ୍କୁ…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଡିଜିପି।
ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ଅମାନିଆଙ୍କୁ ସାବାଡ ପାଇଁ ଡିଜିପି ଅଭୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର-କଟକରେ ସାବାଡ ହେବେ ଅମାନିଆ। ମାର୍କେଟ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ ଏନଫୋର୍ସମେଣ୍ଟ ଟିମ। ଦ୍ୱୈତନଗରୀରେ…
Read More...
Read More...