banner
Breaking

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଡିଜିପି।

0

ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ଅମାନିଆଙ୍କୁ ସାବାଡ ପାଇଁ ଡିଜିପି ଅଭୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର-କଟକରେ ସାବାଡ ହେବେ ଅମାନିଆ। ମାର୍କେଟ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ ଏନଫୋର୍ସମେଣ୍ଟ ଟିମ। ଦ୍ୱୈତନଗରୀରେ ଅଧିକ ୫୦ ଅଫିସର ଓ ୫ ପ୍ଲାଟୁନ ଆର୍ମଡ ପୋଲିସ ରହିବେ। କୋଭିଡ ଏନ୍‌ଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ। ସେଥିପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ ବୋଲି ଡିଜିପି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.