banner
Breaking

ହୋଟେଲରୁ ସେକ୍ସ ରାକେଟ ଠାବ।

0

ବାଲେଶ୍ୱର: ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ୱରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଜଣେ ଗ୍ରାହକ, ୨ଜଣ ମହିଳା ଓ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ ଯେ, ଜଳେଶ୍ବର ସହରରେ ଥିବା ସୁବର୍ଣ୍ଣ ରେଖା ହୋଟେଲରେ ଦୀର୍ଘ ଦିନ ଧରି ଦେହ ବ୍ୟବସାୟ ଚାଲି ଆସୁଥିଲା ବୋଲି ଅଭିଯୋଗ ହୋଇଆସୁଥିଲା । ଏ ବିଷୟରେ ପୋଲିସ ପାଖରେ ଖବର ଥିଲା । ଶନିବାର ଦିନ ଜଳେଶ୍ୱର ଆଇଆଇସି ମାନସ ଦେଓଙ୍କ ନିର୍ଦେଶ କ୍ରମେ ଜଳେଶ୍ୱର ପୋଲିସ ଅଚାନକ ହୋଟେଲ ଉପରେ ଚଢ଼ାଉ କରିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.