banner
Breaking
Browsing Category

ଅପରାଧ

ନାବାଳିକାକୁ ବଳତ୍କାର ଉଦ୍ୟମ।

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମାଲା(ନଂ.୧୫୯/୨୧)…
Read More...

ଜିଲ୍ଲାପାଳଙ୍କ ଅଫିସ ଆଗରେ ସ୍ବାମୀ ସ୍ତ୍ରୀ ପିଟାପିଟି।

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ନେବା ପରେ ପରିସ୍ଥିତି ଶାନ୍ତ…
Read More...

ବଦଳିବେ ପୋଲିସ ଡିଜିପି।

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରୁ ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ ଖୁବ୍‌ଶୀଘ୍ର ହଟିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଡିସେମ୍ବରରେ ଅଭୟଙ୍କ ଚାକିରି କାର୍ଯ୍ୟକାଳ ସମାପ୍ତ ହେଉଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ…
Read More...

ଦିଅର ଆକ୍ରମଣରେ ଭାଉଜର ମୃତ୍ୟୁ।

କଟକ ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା…
Read More...

ସ୍କୁଲରେ ଛାତ୍ରଙ୍କୁ ଛୁରା ମାଡ।

ପୁରୀ,୩୧/୩(ବ୍ୟୁରୋ) ଗଣ୍ଡଗୋଳକୁ କେନ୍ଦ୍ର କରି ସ୍କୁଲରେ ଛୁରାମାଡ଼ । ଜଣେ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ଛାତ୍ର ଆହତ । ପୁରୀ ଭୋଳାନାଥ ସ୍କୁଲରେ ଏହି ଘଟଣା ଘଟିଛି । ଆକ୍ରମଣରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
Read More...

କମିଶନରେଟ ପୋଲିସକୁ ସଫଳତା।

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ଏକାଧିକ ମୋବାଇଲ ଫୋନ ଚୋରି ଓ ଲୁଟ୍‍ ଘରୁ ହେଉ କିମ୍ବା ରାସ୍ତା ଉପରୁ ହୋଇ ଚାଲିଛି। ତେବେ ଏହି ଘଟଣାରେ ଚୋର ଚତୁରତାର ସହ ଖସିଯାଉଥିବା ବେଳେ ଚୋରି ହୋଇଥିବା ମୋବାଇଲର ମାଲିକ ନିରାଶ ହେଉଥିଲେ। କିନ୍ତୁ ଏଥିରେ ଦୃଢ ପଦକ୍ଷେପ ନେଇଛି କମିଶନରେଟ…
Read More...

ନିଜ ସ୍ତ୍ରୀକୁ ପରପୁରୁଷକୁ ସମର୍ପି ଦେଲେ ସ୍ବାମୀ।

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ସହ ମିଶି ସ୍ବାମୀ ସେକ୍ସ ର଼୍ୟାକେଟ ଚଳାଇଥିଲେ। ନିଜ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତ ପରପୁରୁଷଙ୍କୁ ସମର୍ପି ଦେଉଥିଲେ। ପ୍ରତିବାଦ କଲେ ଆରମ୍ଭ ହେଉଥିଲା ଅତ୍ୟାଚାର। ଖଟରେ ହାତଗୋଡ଼ ବାନ୍ଧି ଯୌନ ଶୋଷ ମେଣ୍ଟାଉଥିଲେ ଦେହଭକ୍ଷୀ ରାକ୍ଷସମାନେ। ଶେଷରେ…
Read More...

ହଣା ଲୁଟେରାଙ୍କ କବଜାରେ ରାଜଧାନୀ। ପୁଣି ୩ ଲୁଟ୍

ଭୁବନେଶ୍ୱର,୧୦।୨(ବ୍ୟୁରୋ): ହଣା ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟର ତରିକା ବଦଳାଇଛନ୍ତି ଲୁଟେରା। ଦିନ ହେଉ କି ରାତି ବେଧଡକରେ ଲୋକଙ୍କୁ ଭୟଭୀତ କରି ଲୁଟିତାଲିଛନ୍ତି।ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ…
Read More...

ଯୁବତୀଙ୍କ ମାୟା ଯାଲରେ ୧୬ ଯୁବକ ବରବାଦ୍।

ପୁଣେ: ଲଭ,ସେକ୍ସ, ଧୋକ୍କାର ପରିମାଣ ଧିରେ ଧିରେ ବଢ଼ିବାରେ ଲାଗିଛି।ଏହାର ମାଧ୍ୟମ ସାଜିଛି ବିଭିନ୍ନ ଡେଟି° ଆପ। ଯୁବକ ଯୁବତୀ ମାନେ ଏହାକୁ ବ୍ୟବହାର କରି ବିଭିନ୍ନ ମାଧ୍ୟମରେ ଲୁଟପାଟ କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ପୁଣେରେ। ଜଣେ ଯୁବତୀ ଡେଟିଂ ଆପ୍‌ ଜରିଆରେ ୧୬ଜଣ ଯୁବକଙ୍କୁ ପ୍ରେମ…
Read More...

ଅଶ୍ଳୀଳ ଫଟୋ ଭାଇରାଲ ଧମକ୍ ଦେଇ ଯୁବକ ଗିରଫ।

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ କରିବା ସହିତ…
Read More...