banner
Breaking

ଦିଅର ଆକ୍ରମଣରେ ଭାଉଜର ମୃତ୍ୟୁ।

0

କଟକ ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡ଼ିଛି। ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Khansweb Solution Bhubaneswar

Leave A Reply

Your email address will not be published.