banner
Breaking
Browsing Category

ଅପରାଧ

ନୀଳାଦ୍ରି ବିହାରରୁ ଲୁଟ ଘଟଣାରେ ଜଣେ ଗିରଫ।

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଏଟିଏମ୍‌ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଛଡ଼ାଇ ନେବା ଘଟଣାରେ ନୟାପଲ୍ଲୀ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ନୀଳାଦ୍ରି ବିହାରର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉ ଥିବାବେଳେ…
Read More...

ଡାକ୍ତର ଆଳରେ ଠକୁଛନ୍ତି ସାଇବର ଲୁଟେରା।

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ ସାଇବର ଠକମାନେ ଚିକିତ୍ସା ନାଁରେ ଡାକ୍ତର ରୂପରେ ଲୋକଙ୍କୁ ବୋକା ବନେଇ ଠକୁଛନ୍ତି। କୌଣସି ଚିକିତ୍ସା ପାଇଁ…
Read More...

ନାବାଳିକାକୁ ଅପହରଣ ପରେ ବଳତ୍କାର।

ବୁଗୁଡ଼ା,୨୭ା୫: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ୧୬ ବର୍ଷିୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବାଲିପଦର ଫାଣ୍ଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ…
Read More...

ସାଇବର ଲୁଟେରା ଗିରଫ।

ବରଗଡ଼,୨୬।୫: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ବୁଧବାର ଏକ ସାଇବର କ୍ରାଇମର ପର୍ଦ୍ଦାଫାଶ କରିଛି। ଏକ କମ୍ପାନୀ ନାମରେ ୱେବସାଇଟ୍‌ ଖୋଲି ଜାଲ ଦସ୍ତଖତ କରି ବ୍ୟାଙ୍କ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍‌ କରି ଲୁଟ୍‌ କରୁଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ…
Read More...

ସୁବୋଧ ଜୟସ୍ବାଲ ହେଲେ ସିବିଆଇ ନିର୍ଦ୍ଦେଶକ।

ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା…
Read More...

ନକଲି ମଦ କାରଖାନା ଠାବ।

ଭଦ୍ରକ, ୨୩।୫ (ଵ୍ୟୁରୋ)- ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୀର୍ଘଦିନ ହେଲା ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା। ସେମାନଙ୍କ ପାଖରେ ଥିଲା ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସ୍ପିରିଟ, କେମିକାଲ। କେବଳ ଏତିକି ନୁହେଁ ନକଲି ମଦକୁ ଭଲ ମୂଲ୍ୟରେ ବିକିବା…
Read More...

ରାଜଧାନୀ ଭୁବନେଶ୍ବରରୁ ବନ୍ଧୁକ ବେପାରୀ ଗିରଫ।

ଭୁବନେଶ୍ୱର,୨୨/୫(ବ୍ୟୁରୋ): ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ…
Read More...

ମାଛ ବେପାର ଆଳରେ ଚାଲୁଛି ବ୍ରାଉନସୁଗାର କାରବାର।

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ କଡ଼ା ଯାଞ୍ଚ ସତ୍ତ୍ୱେ ରାଜ୍ୟରେ ଚାଲୁଛି ନିଶା କାରବାର। କଟକଣା ଗାଇଡ୍‌ଲାଇନ୍‌ରୁ ଫାଇଦା ଉଠାଇ ମାଛ ବେପାର ନାଁରେ ମାଫିଆମାନେ ବ୍ରାଉନସୁଗାରବେପାର ଚଳାଇଛନ୍ତି। ଖୋଦ୍‌ ରାଜଧାନୀ ଦେଇ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ବାଲେଶ୍ୱରରୁ…
Read More...

ଟ୍ରେନ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ।

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗ୍‌କୁ ଜିଆର୍‌ପି ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍‌ ନିକଟ ପୋଲ ତଳେ ଲୁଟ୍‌ ଯୋଜନା ଚାଲିଥିବାବେଳେ ସେଠାରେ ଚଢ଼ାଉ କରି ପୋଲିସ ୬ଜଣଙ୍କୁ…
Read More...

ସାଇବର ଠକେଇ ପାଇଁ ଡିସିପିଙ୍କ ମନ୍ତ୍ର। ପଢନ୍ତୁ ସତର୍କ ରୁହନ୍ତୁ।

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): ନିଜର କଓ୍ବୋଇସି ଅପ୍‌ଡେଟ୍‌ କରିବା କିମ୍ବା ମାଗଣା ମୋବାଇଲ୍‌ ଡାଟା ମିଳିବାର ପ୍ରତିଶ୍ରୁତି ଦେଉଥିବା ବିଭ୍ରାନ୍ତକାରୀ ମେସେଜଗୁଡିକ ପ୍ରତି ସାବଧାନ ରୁହନ୍ତୁ। ଏଭଳି ମେସେଜ୍‌ରେ ଦିଆଯାଇଥିବା କୌଣସି ନମ୍ବର୍‌ରେ କଲ୍‌ କରନ୍ତୁ ନାହିଁ କିମ୍ବା କୌଣସି…
Read More...