banner
Breaking
Browsing Category

ସାହିତ୍ୟ ଓ ସଂସ୍କୃତି

୧ରେ ମହାଶିବରାତ୍ରି, ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏଥିସହିତ…
Read More...

୧୨ ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ୧୨ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଡବଲ୍‌ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ…
Read More...

ଆଜି କରୋନା କଟକଣାରେ ବିରାଜିବେ ମା ସରସ୍ଵତୀ

ଭୁବନେଶ୍ୱର,୫/୨(ବ୍ୟୁରୋ): ଆଜି ମାଘମାସ ଶୁକ୍ଳ ପକ୍ଷ ବସନ୍ତ ପଞ୍ଚମୀ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ମା’ ସରସ୍ବତୀ । ମା’ ସରସ୍ବତୀଙ୍କୁ ବିଦ୍ୟାଦାୟିନୀ ବୋଲି କୁହାଯାଏ । ଏଥିଲାଗି ମା’ଙ୍କ ଆରାଧନା କରିଥାନ୍ତି ଶିକ୍ଷାର୍ଥି । ଖାଲି ବିଦ୍ୟାଦାୟିନୀ ନୁହେଁ ମା’ଙ୍କୁ ଶାରଦା,…
Read More...

ଆଜି ପୌଷ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପାଳିତ ହେବ । ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯିବ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନୀତି ସମ୍ପନ୍ନ କରାଯିବ । ଏହି ଅବସରରେ ପୁରୀ ବେଳାଭୂମିରେ ସମୁଦ୍ର ଆଳତୀ ମହୋତ୍ସବ ଅନୁଷ୍ଠିତ ହେବ…
Read More...

ଏଥର ଫିକା ପଡିଲା ମକର

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।…
Read More...

ମକର ଓ ପୋଙ୍ଗଲ ପାଇଁ କଟକଣା ଜାରି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ୍‌ ପାଳନ ଉପରେ ଲାଗିଲା କଟକଣା। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ…
Read More...

ଦିନ ପଞ୍ଜିକା -୨୦୨୨ କ୍ୟାଲେଣ୍ଡର ଶୁଭ ଉନ୍ମୋଚନ ପାଇକମାନଙ୍କ ସଂଗ୍ରାମ ଅତୁଳନୀୟ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ): ସୋମବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି, ରାଜାଛଜ ବୌଦ୍ଧିକ ସମାବେଶଠାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ କରକମଳରେ ଭାରତ ବର୍ଷର ପ୍ରଥମ ମୁକ୍ତି ଆନ୍ଦୋଳନ ‘ପାଇକ ସଂଗ୍ରାମ’ ଉପରେ ଇଂରାଜୀ ପଞ୍ଜିକା ପରିବର୍ତନ…
Read More...

କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ମହାମାରୀ ମାନବସମାଜକୁ ଆତ୍ମପରିଚିତିର ଏକ ମାଧ୍ୟମ ପ୍ରଦାନ କରିଛି। ଏପରି ସମୟରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସ୍ବଦେଶୀ ଭାବନା ପରିପ୍ରକାଶର ଏକ ଅନନ୍ୟ ଅବସର ପ୍ରଦାନ କରିଥିବାରୁ ଏହା ସମାଜକୁ ଉନ୍ନତ କରିବାରେ ସହାୟକ ହେବ। ଏପରି ମହୋତ୍ସବର ଆୟୋଜନ ଭାରତୀୟଙ୍କୁ…
Read More...

ରାଜଧାନୀ ଉପକଣ୍ଠରେ ପ୍ରାଚୀନ ଗୁମ୍ଫା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ରହିଛି ଏକାଧିକ ଗୁମ୍ଫା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ବିଭାଗର ନଜର ଆଢୁଆଳରେ ରହିଥିବା ଏହି ଗୁମ୍ଫାଗୁଡ଼ିକର ଐତିହାସିକ ଗୁରୁତ୍ୱ ଓ ବିଶେଷତ୍ତ୍ୱ ରହିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିପାରି…
Read More...

ଭକ୍ତ ନିବାସ ବୁକି° ପାଇଁ ଓ୍ବେବ ସାଇଟ୍ ଲୋକାର୍ପିତ

ପୁରୀ,୧୦ା୧୨: ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତନିବାସଗୁଡ଼ିକର ବୁକିଂ ପାଇଁ ଏକ ନୂଆ ୱେବ ଆପ୍ଲିକେଶନ୍‌ ଲୋକାର୍ପିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲାପାଳ ତଥା…
Read More...