banner
Breaking
Browsing Category

ଶିକ୍ଷା

ଆଉ କମିବ ନାହିଁ ସ୍କୁଲ ସିଲାବସ୍ : ସମୀର ଦାଶ

ଭୁବନେଶ୍ୱର,(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୋଟିଏ ସେକ୍ସନରେ…
Read More...

ମାଟ୍ରିକ ପରୀକ୍ଷା କେତେ ମାର୍କ ହେବ ଓ କେଉଁଠୁ କେତେ ପଡିବ ଜାଣନ୍ତୁ।

ଭୁବନେଶ୍ୱର, ୩ା୧ (ବ୍ୟୁରୋ):ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀ ୮୦ ମାର୍କର ପରୀକ୍ଷା ଦେବେ । ପରୀକ୍ଷା ସରିବାର ୪୫ରୁ ୫୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ୫୦ ମାର୍କ ଅବଜେକଟିଭ ଓ ୩୦ ମାର୍କ ସବଜେକଟିଭ ରହିବ ।…
Read More...

୧୧ରୁ ଖୋଲିବ କଲେଜ।

ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ମାର୍ଚ୍ଚ ୩୧ ମଧ୍ୟରେ…
Read More...

ଜାନୁଆରୀ ୮ରୁ ଖୋଲିବ ସ୍କୁଲ। ମେ’ ୩ରୁ ଦଶମ ଶ୍ରେଣୀ ଓ ୧୫ରୁ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା।

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ) : କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ…
Read More...

ମେ ୪ ରୁ ସିବିଏସ ଇ ପରୀକ୍ଷା।

ନୂଆଦିଲ୍ଲୀ,୧/୧(ଓଡ଼ିଆ ନ୍ୟୁଜ)-ମେ’ ୪ରୁ ଆରମ୍ଭ ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷା। ଏ ନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ମାର୍ଚ୍ଚ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଜୁନ ୧୦…
Read More...

ଅଫଲାଇନରେ ହେବ ମାଟ୍ରିକ ଓ +୨ ପରୀକ୍ଷା ।

ଭୁବନେଶ୍ବର,୩/୧୨(ବ୍ୟୁରୋ) ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି…
Read More...

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

ଭୁବନେଶ୍ୱର,୧୭/୧୧(ଓଡ଼ିଆ ନ୍ୟୁଜ): ବିଶ୍ୱସ୍ତରରେ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି…
Read More...

ଜାନୁଆରୀ ୩୧ରେ ସିଟିଇଟି ଟେଷ୍ଟ।

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ ଗୁରୁତ୍ୱ ଦିଆଯାଇ ଦେଶର ୧୩୫ ସହରରେ ଏହି ପରୀକ୍ଷା କରାଯିବ। ପୂର୍ବରୁ ଏହି ପରୀକ୍ଷା…
Read More...

ଯୁକ୍ତ ୩ ସ୍ପଟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ।

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷ ସ୍ପଟ୍‌ ନାମଲେଖା ପାଇଁ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ରେ ବିଭାଗୀୟ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯିବ ଓ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ…
Read More...

୩୧ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ।

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଅକ୍ଟୋବର ୩୧ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପରୀକ୍ଷା ଫଳ ପ୍ରକାଶ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୂର୍ବବର୍ଷ ପରି ଚଳିତ ବର୍ଷ ଦକ୍ଷତା ବିକାଶ ଓ…
Read More...