banner
Breaking
Browsing Category

ଜିଲ୍ଲା

୧୦ ମାସ ହେବ ପଇସା ନପାଇ ଧାରଣାରେ ବସିଲେ ଶ୍ରମିକ। ଏନବିସିସିର ଶ୍ରମିକ ମାରଣ ନୀତି।

ଭୁବନେଶ୍ୱର,୧୫/୯(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ପ୍ରେସଛକ ନିକଟରେ ଥିବା ଏନବିସିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶହଶହ ଶ୍ରମିକ। ସୂଚନା ଅନୁସାରେ ଏନବିସିସିର ଠିକା କଣ୍ଟ୍ରାକ୍ଟରଙ୍କ ଅଧିନରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ଦିନ ହେବ ମଜୁରୀ ନପାଇ ଆଜି ଅନଶନରେ ବସିଥିଲେ।…
Read More...

ଓଡିଶା ନ୍ୟୁଜ ଟୁଡେର ମୁଖ୍ୟ ସମ୍ପାଦକଙ୍କୁ କରୋନା ମହାଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓ୍ବେବ ପୋର୍ଟାଲ ଓଡିଶା ନ୍ୟୁଜ ଟୁଡେର ମୁଖ୍ୟ ସମ୍ପାଦକ ରାଜୀବ ନୟନ ରଥଙ୍କୁ କରୋନା ମହାଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ସମଗ୍ର ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରେ ଲକ୍ଷାଧିକ ଲୋକେ ମୃତ୍ୟୁବରଣ କରିସାରିଲେଣି, ଯାହାର ସ୍ଥାୟୀ ଉପଚାର ଏ…
Read More...

ସାମାଜିକ ସହଭାଗିତାରେ ସପିଙ୍ଗ ମଲ ବ୍ୟବସାୟୀ ଓ ଅଭ୍ୟାଗତଙ୍କୁ ବିଏମସି କଲା ସାମିଲ ।

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଏମସିର ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ଏସପ୍ଲାନେଡ଼ ମଲ ଠାରେ ଆଜି ବିଏମସି ତରଫରୁ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜର ସମସ୍ତ ବର୍ଗର ଲୋକଙ୍କ ସହଭାଗିତାରେ କୋଭିଡ ବିରୁଦ୍ଧ ଯୁଦ୍ଧରେ ସାମିଲ କରାଇବା ପରିପ୍ରେକ୍ଷୀରେ ଏହି…
Read More...

ବ୍ରହ୍ମପୁରରେ ରେଳ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୨/୯(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ୍‌କୁ ଭିଡିଓ କନଫରେନ୍ସି ଜରିଆରେ ଉଦ୍‌ଘାଟନ କରିଛନ୍ତି। ଲାଞ୍ଜିପଲ୍ଲୀ-ଇଂଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ରେଳ ଓଭର ବ୍ରିଜ୍‌। ଏହି…
Read More...

ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୧୨।୯(ଓଡ଼ିଆ ନ୍ୟୁଜ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
Read More...

କଟକ ମହାନଦୀ ପଠାରେ ଅଟକି ରହିଛନ୍ତି ହାତୀପଲ।

କଟକ,୧୨/୯(ବ୍ୟୁରୋ): କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଫେରୁଥିବା ବେଳେ ଫସି ରହିଛନ୍ତି ବୋଲି…
Read More...

ଭୁବନେଶ୍ୱରରୁ ଆଜି ୪୧୩ ଆକ୍ରାନ୍ତ ଚିହ୍ନଟ ଏବଂ ୪୨୯ ସୁସ୍ଥ।

ଭୁବନେଶ୍ୱର,୧୧।୯(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Read More...

ଭୁବନେଶ୍ୱର କରୋନା ମୁକାବିଲା ପାଇଁ ନୂଆ ପଦକ୍ଷେପ।

ଭୁବନେଶ୍ୱର,୧୧/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ କରୋନା ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ସଂକ୍ରମଣକୁ ରୋକିବା ଦିଗରେ ସରକାର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ କହୁଛନ୍ତି, ନିୟମ ପାଳନ ପାଇଁ ନିବେଦନ କରୁଛନ୍ତି; କିନ୍ତୁ ସମସ୍ତଙ୍କ ଉପରେ ତାହାର ପ୍ରଭାବ…
Read More...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ।

ଭୁବନେଶ୍ୱର,୬/୯(ଓଡ଼ିଆ ନ୍ୟୁଜ): ଇଂରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା…
Read More...

ବିଧାୟକଙ୍କ ଆରୋଗ୍ୟ କାମନା କରି ଦୀପ ଦାନ।

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କିଛିଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ବିଧାୟକଙ୍କ ଆଶୁ ଆରୋଗ୍ଯ କାମନା କରି ମନ୍ଦିରରେ ପ୍ରାର୍ଥନା କରାଯିବା ସହ ଦୀପ ଦାନ ଯାଇଛି। ଗଳଧାରୀ ଗ୍ରାମ ପଞ୍ଚାୟତରେ ଏରଡା ଗ୍ରାମର ନବଗ୍ରହ ମନ୍ଦିରରେ ସମସ୍ତେ…
Read More...