Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ଭୁବନେଶ୍ୱରରେ ଆଜି ୩୦୬ ଆକ୍ରାନ୍ତ ଚିହ୍ନଟ।
ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...
Read More...
ଠିକାଦାରଙ୍କ ମନମାନିରେ ଅଣନିଶ୍ବାସୀ ଜନସାଧାରଣ।
ଖୋର୍ଦ୍ଧା : ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଛରା ଗ୍ରାମର ବାଛରା ଛକରେ ଚାଲିଛି ଠିକାଦାରଙ୍କ ମନମାନି। ରାସ୍ତା ଉପରେ ହେଉଛି ବାଲି,ଗୋଡି,ସିମେଣ୍ଟ ଓ ରଡ ବେପାର। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ପ୍ରଶାସନ। ଏ ଘଟଣା ଦିନେ ନୁହେଁ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଛି। ଖୁଲମ୍…
Read More...
Read More...
ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ।
କଟକ,୨୧/୯: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିପାରିନାହିଁ ।
ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଦୁଇଟି ଦମକଳ ଗାଡି…
Read More...
Read More...
କୋଭିଡ୍ କଟକଣା ଭିତରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ
ସୁନ୍ଦରଗଡ଼: କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ। କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।…
Read More...
Read More...
ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର। ସରପଞ୍ଚ ନିଳମ୍ବୀତ।
ବଲାଙ୍ଗିର,୧୮/୯(ବ୍ୟୁରୋ): ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ସରପଞ୍ଚଙ୍କୁ ମହଙ୍ଗା ପଡିଲା ଆଦିବାସୀଙ୍କ ଘର ଭାଙ୍ଗିବା ଘଟଣା। ଜିଲାପାଳ କ୍ଷମତାର ଅପବ୍ୟବହାର ଓ ଦାୟିତ୍ୱ ନିର୍ବାହରେ ବିଶୃଙ୍ଖଳା ଯୋଗୁ ରାଜ୍ୟ ସରକାର ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।…
Read More...
Read More...
ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଥିଲେ ଅଗ୍ରଣୀ ନେତା – ନିରଞ୍ଜନ…
ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଆର୍ଯ୍ୟ ଭବନ ଠାରେ ବୈଦିକ ଶାନ୍ତି ଯଜ୍ଞ କରାଯିବା…
Read More...
Read More...
ଏମିତି ବି ଆସେ ମୃତ୍ୟୁ।
ଚନ୍ଦ୍ରଶେଖରପୁର,୧୭/୦୯(ବ୍ୟୁରୋ):ଏମିତି ବି ଆସେ ମୃତ୍ୟୁ । କରୋନା ପରିସ୍ଥିତିରେ ଲୋକେ ଘରୁ ବାହାରକୁ ବାହାରିବାକୁ ଡରୁଥିବାବେଳେ ସେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । ୭୦ ବର୍ଷ ବୟସରେ ମଧ୍ୟ ବିଏମ୍ସିର ଜଣେ ସଫେଇ କର୍ମଚାରୀ ଭାବେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଥିଲେ ।…
Read More...
Read More...
ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୦୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
Read More...
Read More...
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି।
କଟକ,୧୭/୯(ବ୍ୟୁରୋ): ଭୁବନେଶ୍ବରରରେ ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ଭୁବନେଶ୍ବର ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହେବା ନେଇ…
Read More...
Read More...
କଟକରେ ତୁଟିଲା ମୁର୍ତ୍ତି ବିବାଦ।
କଟଖ,୧୬/୯(ଓଡ଼ିଆ ନ୍ୟୁଜ): କଟକ ସହର ରେ ମା ଦୂର୍ଗାଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟ ଦାୟର ମାମଲା ର ଶୁଣାଣି ଆଜି ହାଇକୋର୍ଟ ରେ ହୋଇଛି।ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଡଃ ବି.ଆର ଷଡଙ୍ଗୀକୁ ନେଇ ଗଠିତ ଖଣ୍ଡପୀଠ ମାମଲା ର ଶୁଣାଣି କରି ସହର ର…
Read More...
Read More...