banner
Breaking
Browsing Category

ଜିଲ୍ଲା

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଦୁଇଜଣଙ୍କ ଅବସ୍ଥା ସ°କଟାପନ୍ନ।

କଟକ , ୭।୧୦:ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରର ୬୦ ପ୍ରତିଶତ ଅଂଶ ପୋଡ଼ିି ଯାଇଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଜଣଙ୍କ ଶରୀରର ୪୦ ପ୍ରତିଶତ…
Read More...

ଭୁବନେଶ୍ୱରରୁ ଆଜି ୩୬୫ ପଜିଟିଭ ଚିହ୍ନଟ ଓ ୩୨୯ ସୁସ୍ଥ।

ଭୁବନେଶ୍ୱର,୬/୧୦(ଓଡ଼ିଆ ନ୍ୟୁଜ):ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୧୬ଜଣ ଓ ଲୋକାଲ୍‌ କଣ୍ଟାକ୍ଟ କେସ ୨୪୯ ଜଣ ଅଛନ୍ତି। ତେବେ ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୯ ଜଣ…
Read More...

କରୋନା ଯୋଦ୍ଧା ଅଶାକର୍ମୀ,ଅଙ୍ଗନବାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ସନ୍ଧ୍ୟରାଣୀ ଦାଶ !

ଫୁଲନଖରା : କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର, କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରୁଥିବା ପ୍ରଶାସନ ଅଧିକାରୀ, ଅଶାକର୍ମୀ, ଅଙ୍ଗନବାଡି…
Read More...

ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ।

ଜଗତସିଂହପୁର,୪/୧୦(ଓଡ଼ିଆ ନ୍ୟୁଜ): ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ତାଙ୍କ ସ୍ଥାନରେ ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର OSD ଭାବେ ନିଯୁକ୍ତ କରାଯାଇଛି । ତେବେ ତିର୍ତ୍ତୋଲ…
Read More...

ମହାବୀର ସାମାଜିକ ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ।

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସ°ପନ୍ନ।

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ଓଡିଶା ରାଜନୀତିର ବେଲଗାମ୍ବ ବାଦଶାହା,ସବୁରି ପ୍ରିୟ,ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ରାତି ୨ ଟା ୩୬ମିନିଟ ସମୟରେ ପରଲୋକ ଘଟିଥିଲା। ଆଜି ତାଙ୍କ ପାର୍ଥୀବ ଶରୀରକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଶୋଭାଯାତ୍ରାରେ…
Read More...

ପ୍ଲାଜମା ଦାନକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଟକ ,୩/୧୦(ଓଡ଼ିଆ ନ୍ୟୁଜ): କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶନିବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଳେଜ ଓ ହସ୍ପିଟାଲରେ ପ୍ଳାଜମା ଦାନ କରିଛନ୍ତି। ଏଥିସହିତ କରୋନା ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଥିବା ସମସ୍ତେ ପ୍ଳାଜମା ଦାନ…
Read More...

ସୁରକ୍ଷା ‘ଭୁବନେଶ୍ୱର ପକ୍ଷରୁ ଗାନ୍ଧୀଜୟନ୍ତୀ ଗାନ୍ଧିବିଚାର ହିଁ ସାମ୍ପ୍ରତିକ ପରିସ୍ଥିତି ସମାଧାନର…

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ବିଚାରହିଁ ଦେଶକୁ ଏକତା ସୂତ୍ରରେ ବାନ୍ଧି ପାରିବ ଏବଂ ସାମ୍ପ୍ରତିକ ପରିସ୍ଥିତିର ସମାଧାନରେ ଏକମାତ୍ର ବିକଳ୍ପ ବୋଲି ଆଜି ପୂର୍ବାହ୍ନରେ ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୁରକ୍ଷା ପକ୍ଷରୁ ସ୍ଥାନୀୟ ଜନତା…
Read More...

ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ।

ଭୁବନେଶ୍ୱର,୩/୧୦(ଓଡ଼ିଆ ନ୍ୟୁଜ:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧି ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ମୈତ୍ରୀ ବିହାର ୱାର୍ଡ ନଂ-୧୬ ରେ ଓଡ଼ିଶା ମୋ ପରିବାର ତତ୍ବାବଧାନରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି…
Read More...

ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ପାଳିତ ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

ଭୁବନେଶ୍ୱର,୨/୧୦- : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୯ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ କଟକଣା ହେତୁ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ୍ ଗୁଡ଼ିକୁ…
Read More...