banner
Breaking

ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ।

0

ଜଗତସିଂହପୁର,୪/୧୦(ଓଡ଼ିଆ ନ୍ୟୁଜ): ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ତାଙ୍କ ସ୍ଥାନରେ ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର OSD ଭାବେ ନିଯୁକ୍ତ କରାଯାଇଛି ।
ତେବେ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ କଂଗ୍ରେସ ଦାବି କରିଥିଲା ।

Khansweb Solution Bhubaneswar

Leave A Reply

Your email address will not be published.