banner
Breaking
Browsing Category

ଜିଲ୍ଲା

ସାଇ ଜରାଶ୍ରମରେ ବରିଷ୍ଠ ନାଗରିକ ସ୍ୱାଭିମାନ ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର,୩୦/୧୧(ଓଡ଼ିଆ ନ୍ୟୁଜ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଓ ଜରାନିବାସ ପରିସରରେ ସରକାରଙ୍କର କୋଭିଡ୍ ନିୟମକୁ ମାନି ଶ୍ରୀ ସାଇଙ୍କର ଚଭାଡି ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କର ସମସ୍ୟା…
Read More...

ଲେଡିଜ ଫୋରମର ବସ୍ତି ପିଲାଙ୍କ ସହ ଶିଶୁ ଦିବସ ପାଳନ।

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଦୁର୍ଗା ମଣ୍ଡପ ବସ୍ତି ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବସ୍ତି ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । କରୋନା ସଚେତନତା ଚିତ୍ରାଙ୍କନର ବିଷୟବସ୍ତୁକୁ ନେଇ ପିଲାମାନେ ସୁନ୍ଦର ସୁନ୍ଦର ଚିତ୍ର…
Read More...

ଶିଶୁ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁଦିବସ ପାଳନ ପୂର୍ବକ ପଥରବନ୍ଧ ଲାୟନସ କ୍ଲବ୍ ଓ ଷ୍ଟାର୍ କ୍ଳବ୍, ତ୍ରିନାଥ ବସ୍ତିରେ ପଢୁଥିବା ପିଲା ମାନଙ୍କ ସହିତ ଶିଶୁ…
Read More...

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୱାର୍ଡ ନଂ – ୩୯ ରେ ଶହେରୁ ଉର୍ଦ୍ଧ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ,…

ଭୁବନେଶ୍ୱର : ପବିତ୍ର ଦୀପାବଳୀ ଓ ଶିଶୁ ଦିବସ ଉପଲକ୍ଷେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପ ଓ ଶାସ୍ତ୍ରୀନଗର କମୁନିଟି ହଲରେ ନିଃସ୍ୱାର୍ଥ ସେବା ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା,…
Read More...

ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର,୧୩/୧୧(ଓଡ଼ିଆ ନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁଙ୍କ ସହଯୋଗରେ " ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର…
Read More...

ସରପଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା

ଭୁବନେଶ୍ୱର ୯/୧୧, ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚା ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ…
Read More...

ରୋଟ୍ରାକ୍ଟ କ୍ଲବ ପକ୍ଷରୁ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ବାନ।

ଭୁବନେଶ୍ୱର,୮/୧୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଭୁବନେଶ୍ୱର ରୋଟ୍ରାକ୍ଟ କ୍ଲବ ପକ୍ଷରୁ କରୋନା ସଚେତନତା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ୱାନ କରାଯାଇଛି। ରୋଟ୍ରାକ୍ଟ କ୍ଲବର ସଭାପତି ସଚିନ କୁମାର ମିର୍ଲିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାର ଓ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସାଂସଦଙ୍କ ପ୍ରୟାସ

ଫୁଲବାଣୀ, ୫/୧୧(ଓଡ଼ିଆ ନ୍ୟୁଜ): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ…
Read More...

ସୁରୁଖୁରୁରେ ହେଲା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ।

ଭୁବନେଶ୍ୱର,୩/୧୧(ବ୍ୟୁରୋ): ଓଡ଼ିଶାର ଦୁଇଟି ସ୍ଥାନରେ ହେଉଥିବା ଉପନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଥିଲେ ମଧ୍ୟ ଶେଷ ସମୟରେ ଭୋଟରମାନେ ଆସିଥିବାରୁ ଏବେ ବାଲେଶ୍ୱରର ୩୦ଟି ଏବଂ ତିର୍ତ୍ତୋଲର ୧୨୦ଟି ବୁଥରେ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ…
Read More...

ରାଜଧାନୀରେ ଖୋଲିବ କଲ୍ୟାଣ ମଣ୍ଡପ।

ଭୁବନେଶ୍ୱର,୩।୧୧(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ବରରେ ବିବାହ ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେଉଥିବା କଲ୍ୟାଣ ମଣ୍ଡପ ଖୋଲିବ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି…
Read More...