Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ଆସନ୍ତା ବିଧାନସଭାରେ ପୌର ନିର୍ବାଚନ ପାଇଁ ବାଟ ଖୋଲିପାରେ।
କେନ୍ଦ୍ରାପଡ଼ା ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି। ହେଲେ କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌର ନିର୍ବାଚନ ଦୀର୍ଘଦିନ ହେବ ବନ୍ଦ ରହିଛି। ଏହି ୨…
Read More...
Read More...
ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ।
ପୁରୀ ,୨୯।୧: ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳିପାରି ନାହିଁ। ନିଖୋଜ ଯୁବକ ଜଣଙ୍କ ଝାରଖଣ୍ଡର ଦୀପକ କୁମାର ବୋଲି ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ…
Read More...
Read More...
ନିଆଁରେ ପୋଡି ହୋଇଗଲା ପରିବାର।
କେନ୍ଦ୍ରାପଡା : ଶୁକ୍ରବାର କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ ବାପା, ମାଆ ଓ ୧୨ ବର୍ଷର ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନନ୍ତର କରାଯାଇଛି।…
Read More...
Read More...
ଖୋର୍ଦ୍ଧା ବିଏସଏନଏଲ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ।
ଭୂବନେଶ୍ବର : ପବିତ୍ର ୭୨ ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଖୋର୍ଦ୍ଧା ସ୍ଥିତ ଭାରତ ସଞ୍ଚାର ନିଗମ ଲିଃ. ପରିସରରେ ପାଳିତ ହେଇ ଯାଇଛି । ଏହି ସମାରୋହରେ ସହାୟକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଭାଗୀରଥି ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଯୋଗଦେଇ କବି ତଥା ସାହିତ୍ଯିକ…
Read More...
Read More...
ଏଲପିଟିମ୍ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ।
ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଲପିଟିମ୍ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଚନ୍ଦରଶେଖରପୁର ହାଉସି° ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ଟିମର ଉପଦେଷ୍ଟା…
Read More...
Read More...
ଡିଷ୍ଟ୍ରିଟସେଣ୍ଟର ଓ୍ବନର୍ସ ଆସୋସିଏସନରରେ ସାଧାରଣତନ୍ତ୍ର ଦିବସ ପାଳିତ।
ଭୁବନେଶ୍ୱର : ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର କମ୍ୟୁନିଟି ହଲ ପ୍ରାଙ୍ଗଣରେ ୭୨ ତମ ସାଧାରଣତନ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳି ଆନୁଷ୍ଠାନିକ ଭାବରେ…
Read More...
Read More...
ନୀଳାଦ୍ରି ବିହାର ଆବାସିକ ସ°ଘରେ ସାଧାରଣତନ୍ତ୍ର ଦିବସ ପାଳିତ।
ଭୁବନେଶ୍ୱର,୨୬/୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସ°ଘ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ଆବାସିକ ପଡିଆ ଠାରେ ପାଳିତ ହୋଇଯାଇଛି। ସ°ଘର ସଭାପତି ଶ୍ରୀଧର ସାହୁ ଓ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ ମିଳିତଭାବେ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
Read More...
Read More...
ରାସ୍ତାକୁ ଚାଲି ଆସିଲା ବାଘ।
ନୂଆପଡା : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ ଗାଁଲୋକେ ମଧ୍ୟ ବାଘ ଦେଖି ଭୟଭୀତ ହେବା ସହ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।…
Read More...
Read More...
ପଟିଆ ସାଇ ଶକ୍ତି ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ।
ଭୁବନେଶ୍ୱର,୨୪/୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୧ ଅନ୍ତର୍ଗତ ପ୍ରଶାନ୍ତି ବିହାର ଦୂର୍ଗା ମଣ୍ଡପ ପଡ଼ିଆରେ ପଟିଆ ସାଇ ଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କିମ୍ସ ହସ୍ପିଟାଲ ସହ ଭାଗିତାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ସହିତ ବୃଦ୍ଧ, ବୃଦ୍ଧା ମାନଙ୍କୁ…
Read More...
Read More...
ଭିତରକନିକା ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ : ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରାପଡ଼ା,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ କେନ୍ଦ୍ରାପଡ଼ା ନାମ ହଟିବ।…
Read More...
Read More...