banner
Breaking

ନିଆଁରେ ପୋଡି ହୋଇଗଲା ପରିବାର।

0

କେନ୍ଦ୍ରାପଡା : ଶୁକ୍ରବାର କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ ବାପା, ମାଆ ଓ ୧୨ ବର୍ଷର ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନନ୍ତର କରାଯାଇଛି। ଗୋଟିଏ ପରିବାର ସଭିଏଁ ଧାନ ଖଳାରେ ଶୋଇଥିବା ବେଳେ ଡିବିରୁ ନିଆଁ ଲାଗି ଏପରି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି।

Khansweb Solution Bhubaneswar

Leave A Reply

Your email address will not be published.