banner
Breaking

ଖୋର୍ଦ୍ଧା ବିଏସଏନଏଲ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ।

0

ଭୂବନେଶ୍ବର : ପବିତ୍ର ୭୨ ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଖୋର୍ଦ୍ଧା ସ୍ଥିତ ଭାରତ ସଞ୍ଚାର ନିଗମ ଲିଃ. ପରିସରରେ ପାଳିତ ହେଇ ଯାଇଛି । ଏହି ସମାରୋହରେ ସହାୟକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଭାଗୀରଥି ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଯୋଗଦେଇ କବି ତଥା ସାହିତ୍ଯିକ ଶ୍ରୀଯୁକ୍ତ ଗଗନ ବିହାରୀ ନାୟକଙ୍କ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଇତ୍ୟବସରରେ ସମ୍ମାନିତ ଅତିଥି ଉପସ୍ଥିତ କର୍ମଚାରୀଙ୍କୁ ସାମ୍ବିଧାନିକ ନିୟମ ବିଷୟରେ ଜାଣିବାକୁ ପ୍ରୋତ୍ସାହିତ କରିଥିଲେ ।
। ଖୋର୍ଦ୍ଧା ଜିଲ୍ଲାର ସହାୟକ ମହାପ୍ରବନ୍ଧକଙ୍କ ପରିଶ୍ରମରେ ରେ ବିଏସଏନଏଲ ର ଦୃତ ଉନ୍ନତି ଓ ସେବା କେମିତି ଶୀଘ୍ର ହେଇ ପାରିବ ତାହାର ସମ୍ୟକ ସୂଚନା ଦେଇ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.