banner
Breaking
Browsing Category

ଜିଲ୍ଲା

୪ ନମ୍ବର ଓ୍ବାର୍ଡରେ ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆହ୍ୱାନ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ…
Read More...

ଜନସମ୍ପର୍କ ପଦଯାତ୍ରାରେ ଜନ ସମୁଦ୍ର

ଭୁବନେଶ୍ୱର - ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୧୪ ନମ୍ବର ଓାର୍ଡରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ସହିତ ଯୋଡି ହୋଇ ରହିବା, ସରକାରଙ୍କ ବଭିିିନ୍ନ ଯୋଜନା ସମ୍ବଦ୍ଧରେ କହିବା ଓ ଲୋକଙ୍କ ସୁଖ, ଦୁଃଖ ବୁଝିବା ପାଇଁ ଓଡିଶାର…
Read More...

ଜାତିସଂଘ ଦିବସ ଉପଲକ୍ଷେ ଶାନ୍ତି ପଦଯାତ୍ରା

ଭୁବନେଶ୍ୱର : ଜାତିସଂଘ ଦିବସ ଉପଲକ୍ଷେ ସୋମବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି…
Read More...

ଵିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ବର : ଆଜି ରସୁଲଗଡ଼ ଛକ ନିକଟରେ ବାସନ୍ତୀ ଦୁର୍ଗା ମିନି ଟ୍ରକ ଆସୋସିଏସନ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଉତ୍ତର ବିଧାୟକ ଶ୍ରୀ…
Read More...

ନଦୀ ବନ୍ଧ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ପାଞ୍ଚ ପଂଚାୟତ (ବରିମୁଣ୍ଡ , କଲ୍ୟାଣପୁର, ରଘୁନାଥପୁର, ଇଂଜଣା ଓ ଦାଢ଼ା ) ଏବଂ ଭୁବନେଶ୍ୱର ମହାନଗର ନିଗମର ୪ ଟି ୱାର୍ଡରେ ବସବାସ କରୁଥିବା ହଜାର ହଜାର ଜନସାଧାରଣଙ୍କର ବହୁ ପ୍ରତିକ୍ଷିତ କାନପୁର ନଦୀବନ୍ଧ ରାସ୍ତାରୁ ହାଇଟେକ…
Read More...

କର୍ପୋରେଟର ଜୟନ୍ତୀ ସାହୁଙ୍କ ସଫେଇ କର୍ମଚାରୀଙ୍କୁ ନିଆରା ଢଙ୍ଗରେ ପୁଜାଭେଟି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ୧୫୦ ଜଣ ସଫେଇ କର୍ମଚାରୀଙ୍କୁ…
Read More...

ଗଣମାଧ୍ୟମ ଗଣତନ୍ତ୍ରର ମାଧ୍ୟମ ହେଉ ଓଡ଼ଶା ପତ୍ରକାର ସଂଘର ୧୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, : ଗଣମାଧ୍ୟମ ଗଣତନ୍ତ୍ରର ମାଧ୍ୟମ ହେଉ । ବିକାଶ ମଧ୍ୟ ଏହାର ଏକ ମାଧ୍ୟମ । ଖବର କାଗଜ ଗୋଟିଏ ଦିଗ ଯିଏ ସମାଜକୁ ସତ୍‌ମାର୍ଗରେ ପରିଚାଳନା କରେ । ହେଲେ କିଛିବର୍ଷ ହେଲା ଗଣମାଧ୍ୟମ ବ୍ୟବସାୟରେ ପରିଣତ ହୋଇଥିବାରୁ ଏବେ ଲୋକଙ୍କ ସ୍ୱର ଗଣମାଧ୍ୟମରେ ପ୍ରକାଶ ପାଇପାରୁ ନାହିଁ । ବିକାଶ…
Read More...

ସୁସ୍ଥ ଓ ଶିକ୍ଷିତ ସମାଜ ଗଠନ ପାଇଁ ନୂତନ ପରିକଳ୍ପନା

ଭୁବନେଶ୍ୱର – ଶିକ୍ଷା କେବେ ସରେ ନାହିଁ । ଏକ ସୁସ୍ଥ, ସୁନ୍ଦର ଓ ଶିକ୍ଷିତ ସମାଜ ଗଠନ ପାଇଁ ସୁଶିକ୍ଷାର ଆବଶ୍ୟକତା ରହିଛି । ଆଦର୍ଶ ପରିବାର, ଗାଁ ,ସହର, ରାଜ୍ୟ, ରାଷ୍ଟ୍ର ଓ ସମାଜ ଗଠନ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜଣେ ପରିପକ୍ୱ ଶିକ୍ଷକ ହେଉଛନ୍ତି ସମାଜର…
Read More...

ବଢୁଛି ଡେଙ୍ଗୁ, ୧୭ ଦିନରେ ୧ ହଜାରରୁ ଉର୍ଦ୍ଧ୍ବ ଚିହ୍ନଟ

ଭୁବନେଶ୍ୱର :ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ ଡେଙ୍ଗୁ ଭୂତାଣୁ ସକ୍ରିୟ ରହିଛି। ସହରର ସବୁ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସାମାନ୍ୟ ଜ୍ୱର ହେଲେ ବି ସହରବାସୀଙ୍କ ମନରେ ଛନକା ପଶୁଛି। ରାଜ୍ୟରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ…
Read More...

ଶ୍ରୀ ଲୋକନାଥ ପୀଠରେ ୫ଟି ସଚିବଙ୍କ ସମୀକ୍ଷା

ପୁରୀ :୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ପୁରୀ ଆସି ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ଉନ୍ନତିମୂଳକ କାର୍ଯ୍ୟ ରୂପରେଖର ସମୀକ୍ଷା କରିଛନ୍ତି। ଶ୍ରୀଲୋକନାଥ ମନ୍ଦିରର ସେବାୟତମାନେ ଦୀର୍ଘଦିନ ଧରି ମନ୍ଦିରର ନବକଳେବର ପାଇଁ ଦାବି କରୁଥିବାବେଳେ ସୋମବାର ୫-ଟି ସଚିବ ପାଣ୍ଡିଆନ୍‌…
Read More...