ଏମ୍ସ ଭୁବନେଶ୍ୱରରେ ସ୍ୱଚ୍ଛତା ସ୍ୱତନ୍ତ୍ର ଅଭିଯାନ ୨.୦ ମାସ ଉଦଯାପିତ
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରକୁ ସଫା ରଖିବା ସମସ୍ତଙ୍କ ଦାୟିତ୍ଵ। ଏହି ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନକୁ ଚିକିତ୍ସା ନିମନ୍ତେ ଆସୁଥିବା ହଜାର ହଜାର ରୋଗୀଙ୍କ ପାଇଁ ଏକ ସ୍ୱଚ୍ଛ, ଡାକ୍ତରଖାନା ଯୋଗାଇବାଦେବା ନିମନ୍ତେ ଏହି ଅନୁଷ୍ଠାନର ସମସ୍ତ ହିତାଧିକାରୀ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ…
Read More...
Read More...