banner
Breaking

ଆଜି ଆପଣଙ୍କ ଦିନ କେମିତି ଅଛି ଜାଣନ୍ତୁ

୦୩ ଅଗଷ୍ଟ ଶନିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ. ମେଷ : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ…
Read More...

ରାଜଧାନୀରେ ଫୁଟିଲା ପୋଲିସ ଗୁଳି। ଅପରାଧୀ ଭୟଭୀତ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ରାଜଧାନୀରେ ଅପରାଧୀଙ୍କ ଲଗାତାର ଅପରାଧ ଘଟଣାକୁ ଚେକ୍ ଦେବାକୁ ଆକ୍ସନ ମୁଡରେ କମିଶନରେଟ୍ ପୁଲିସ। ଆଜି ଭୋରରୁ  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଭଇଁଚୁଆରେ ଡବଲ  ଏନକାଉଣ୍ଟର କରିଛି କମିଶନରରେଟ୍ ପୁଲିସର ମିଳିତ ଟିମ୍। ଏହି ଏନ୍‌କାଉଣ୍ଟରରେ ଦୁଇ…
Read More...

ସ୍ଥିତିପ୍ରଜ୍ଞା କଲେଜରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର ,(ଓଡ଼ିଆ ନ୍ୟୁଜ) ସ୍ଥିତିପ୍ରଜ୍ଞା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା +୨ ପିଲାମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପଥର ଗାଡିଆ ସ୍ଥିତ କଲେଜ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
Read More...

ଯାଜପୁର ବାପ-ପୁଅ ଘଟଣାର ନୁଆ ମୋଡ। ଭୁଲ କାହାର

ଯାଜପୁର ,(ଓଡ଼ିଆ ନ୍ୟୁଜ) ବାପା ମୋ’ ନାଁରେ ମିଛ ଅଭିଯୋଗ ଆଣିଛନ୍ତି। ମୁଁ ବାହା ହେବା ପରେ ବାପା ଆମ ସହିତ ରହୁ ନଥିଲେ। ଅନ୍ୟ ଜଣକ ଘରେ ସେ ରହୁଥିଲେ। ସେ ପରିବାର ସହିତ ତାଙ୍କର କ’ଣ ସମ୍ପର୍କ ତାହା ମୁଁ ଜାଣିନି। ହେଲେ ଏତିକି କହିବି ସେହି ପରିବାରର ପ୍ରରୋଚନାରେ ହିଁ ସେ ଏମିତି…
Read More...

ଥାନା ବାବୁଙ୍କ ମିଛ ପାଠପଢ଼ା। ନ୍ୟାୟ କେଉଁଠି ମିଳିବ

ଭୁବନେଶ୍ବର,୩୧/୭(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଥାନା ପୋଲିସ ଏତଲାକରୀଙ୍କୁ ପଢାଉଛି ମିଛପାଠ । ଦିନେ ନୁହେଁ ଏମିତି ମିଛପାଠ ଦୀର୍ଘ ଦିନହେବ ଚାଲୁରହିଛି। ପୋଲିସ ବାବୁମାନେ ଭଲ ମିଛ ମାଷ୍ଟର ବନିଗଲେଣି। ଏମିତି ଯଦି ଚାଲୁରହିବ କମିଶନରେଟ ତରଫରୁ ଏମାନଙ୍କୁ ବୋଧେ ଆଓ୍ବାର୍ଡ ମିଳିବ। କିନ୍ତୁ…
Read More...

5ଟି ଓ ଯୋଜନା କମିଟି ଉପରେ ପ୍ରଶ୍ନ ଉଠିଲା ବିଧାନସଭାରେ

ଭୁବନେଶ୍ୱର,୧/୮(ଓଡ଼ିଆ ନ୍ୟୁଜ): ବିଧାନସଭାରେ ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ଯେ ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେଡି ସଭ୍ୟ ଭୂପିନ୍ଦର ସିଂହ…
Read More...

ଦିଲ୍ଲୀରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ଖର୍ଚ୍ଚ ପଡିବନି

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ):ରାଜଧାନୀରେ ସାଧାରଣ ଲୋକ ଯେଉଁମାନେ ୨୦୦ ୟୁନିଟରୁ କମ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ମାଗଣାରେ ମିଳିବ ବିଦ୍ୟୁତ। କାରଣ ଦିଲ୍ଲୀରେ ଆଜି ଏକ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ କରିଛନ୍ତି ଯେ ଏଣିକି…
Read More...

ତିନି ତଲାକ୍ ଉପରେ ପ୍ରଶ୍ନ ଉଠାଇଲେ ସାଧାରଣ। ବିଜୟ ସାହୁଙ୍କ ଆଲେଖ୍ୟ

ଗତକାଲି ରାଜ୍ୟସଭା ରେ ମୁସଲିମ ମହିଳା ( ବିବାହ ଓ ଅଧିକାର ) ବିଲ ରାଜ୍ୟ ସଭାରେ ଗୃହୀତ ହେବା ପରେ ଏବେ ଆଇନ ହେବ । କେବଳ ବାମପନ୍ଥୀଦଳ ଓ ଆପ କୁ ଛାଡିଲେ ଅନ୍ୟ ସବୁ ବଡ଼ ଦଳ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହି ବିଲ ଗୃହୀତ ହେବାରେ ସହାୟତା କରିଛନ୍ତି । ବିଲ କୁ ବିରୋଧ କରୁଥିବା ବିଜେଡି,…
Read More...

କିରୋସିନ୍ ସଙ୍କଟ, ଏଣିକି ମିଳିବ ୨ ଲିଟର

ଭୁବନେଶ୍ୱର, ୩୧/୭ (ଓଡ଼ିଆ ନ୍ୟୁଜ):  ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ । ଏଣିକି ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ୨ ଲିଟର କିରୋସିନ ମିଳିବ ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ…
Read More...

ଓଡ଼ିଶାର ରସଗୋଲା। ବିଜୟ ଉତ୍ସବ ପାଳିଲା ଏନ୍ ଓ୍ବାଇ ସି ଏ

ଭୁବନେଶ୍ୱର,୩୧/୭(ଓଡ଼ିଆ ନ୍ୟୁଜ) ରସଗୋଲା କାହାର??..ଏମିିତି ଏକ ପ୍ରଶ୍ନ ଯେତେବେଳେ ୨୦୧୫ ମସିହାରେ ସାରା ଓଡିଶାବାସୀଙ୍କ ପାଇଁ ମୁଖ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା । ସେତେବେଳେ ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ରସଗୋଲା କଣ ଓଡିଶାର ଉତ୍ପତ୍ତି ନୁହଁ? ଏମିତି ଏକ ବିଷୟ…
Read More...